ସ୍ମାର୍ଟ ଭିଲେଜ ହେବ ଓଡିଶାର କୁସୁନପୁର ଗାଁ

ରାଜନଗର: କେନ୍ଦ୍ର ବିଜ୍ଞାନ ଓ ଉଦ୍ୟଗ ବିଭାଗ ମିଳିତ ଆନୁକୂଲ୍ୟରେ ସମଗ୍ର ଦେଶରେ ୫ ଟି ଗାଁ କୁ ସ୍ମାର୍ଟ ଭିଲେଜ ଭାବରେ ରୂପାନ୍ତରିତ କରାଯିବ । ଦେଶର ୫ ଟି ଘୋଷିତ ଗାଁ ମଧ୍ୟରୁ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଚାନ୍ଦୀବାଉଁଶମୂଳ … Read More

ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟ, ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

​ବ୍ରହ୍ମପୁର: ନକଲି ସିବିଆଇ ଅଧିକାରୀ କହି କୋଟିଏ ଟଙ୍କାର ସୁନା ଲୁଟ।  ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ରେଳ ଷ୍ଟେସନ ଅଞ୍ଚଳରେ।  ଅଭିଯୁକ୍ତଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର … Read More

ରାଜ୍ୟସଭା ନିର୍ବାଚନରେ ୧୦ ବିଧାୟକ କଲେ କ୍ରସ ଭୋଟିଂ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ କଂଗ୍ରେସର ୩ ଜଣ ବିଧାୟକ ଥିବାବେଳେ  ବିଜେଡିରୁ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଅନ୍ୟ ଦୁଇଜଣ ବିଜେଡିରୁ … Read More

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ, ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ବିଜୟୀ

ଭୁବନେଶ୍ୱର : ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ  । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର ।  ଫାଷ୍ଟ ପ୍ରିଫରେନସେର ମନମୋହନ, ସୁଜିତ କୁମାର ସଂତୃପ୍ତ ମିଶ୍ରଙ୍କୁ ୩୫, ୩୫ ଓ … Read More

ଏସସିବି ଅଗ୍ନିକାଣ୍ଡ: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । କଟକ ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୋହନ ମାଝୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜରେ … Read More

ଏସସିବି ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା

କଟକ: କଟକର ଏସସିବି ମେଡିକାଲର ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ତାଙ୍କର ଗଭୀର ସମବେଦନା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର X … Read More

ଏସସିବିରେ ଅଗ୍ନିକାଣ୍ଡ: ୧୦ ମୃତ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

କଟକ: କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ … Read More

କାର୍ ଧକ୍କାରେ ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ

ପିପିଲି: ମର୍ଣ୍ଣିଂ ୱାକ୍ ହେଲା କାଳ। ମହିଳାଙ୍କୁ ପଛପଟୁ ଧକ୍କା ଦେଲା କାର୍ । ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର KEC ନିକଟରେ ଦୁର୍ଘଟଣା ଘଟିଛି । ଦୁଇ ମହିଳାଙ୍କୁ ଧକ୍କା ଦେବା … Read More

ବଢ଼ିଲା CPET ପରୀକ୍ଷା ପାଇଁ ଆବେଦନ ଅବଧି

ଭୁବନେଶ୍ବର: CPET ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମା ବଢିଲା । ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । CPET ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୮ ତାରିଖ ରାତି … Read More

ଚକ୍ରମଣି କହଁର ଓ ନବ କିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେଡି

ଭୁବନେଶ୍ଵର:ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରାଜନୀତି ସରଗରମ ହେବାର ଲାଗିଛି। ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ମତଦାନ କରିବେ ବିଧାୟକଗଣ। ମତଦାନ ପୂର୍ବରୁ ତିନିଦଳ କୁ ଘାରିଛି ଘୋଡା ବେପାର। ଏଥି ମଧ୍ୟରୁ ବିଜେଡିର ୨ ବିଧାୟକଙ୍କୁୁ କାରଣ ଦର୍ଶାଅ ନୋଟିସ। ବିଜେଡି  ବିଧାୟକ … Read More