ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ

ପାରାଦୀପ: ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ । ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର … Read More

ଯୁଦ୍ଧ ପାଇଁ ଆସି ପାରୁନି ତେଲ ଟ୍ୟାଙ୍କର, ରାଜ୍ୟରେ ସୃଷ୍ଟି ହେଲାଣି ପେଟ୍ରୋଲ ସମସ୍ୟା

ଭୁବନେଶ୍ୱର : ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ । ପେଟ୍ରୋଲ ନମିଳିବାରୁ ହଇରାଣ ହେଉଛନ୍ତି ଗାଡି ଚାଳକ। ଗତ ଦୁଇ ଦିନ ଧରି ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଳକମାନେ । ଏହାର ସିଧାସଳଖ ପ୍ରଭାବ ପଡିଛି … Read More

ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ବର : ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DR I । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ଚାଲାଣ କରାଯାଉଥିଲା … Read More

ସାମାନ୍ୟ ବଚସାରୁ ରୋଷେୟାଙ୍କ ତଣ୍ଟି କାଟିଲା ହେଲପର

ଭୁବନେଶ୍ବର: ରାଜଧାନୀରେ ଥମୁନି ଅପରାଧ । ସାମାନ୍ୟ ବଚସାରୁ କଟିଲା ତଣ୍ଟି । ହୋଟେଲ ରୋଷେୟାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ହେଲପର । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟର ଅଭାବନୀୟ ଘଟଣା । ଗୁରୁତର ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି … Read More

ଘରୋଇ ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ବର : ବାଲେଶ୍ବରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘରୋଇ ଛାତ୍ରାବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଟାଉନ ଥାନା ସ୍ୱସ୍ତିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି ଏପରି ଅଘଟଣ । ମୃତ ଛାତ୍ର ହେଲେ … Read More

ଲେଡି ଡନଙ୍କ ଉନ୍ମତ୍ତ କାଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡ଼ାଇ ଗୋଡାଇ ଆକ୍ରମଣ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରିରେ ଲେଡ଼ି ଡନ୍ ଆତଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।  ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ କରାଯିବା ଘଟଣା ସମ୍ପ୍ରତି ଅଞ୍ଚଳରେ ଉଦବେଗ ଭରି ଦେଇଛି। ମହିଳା ଜଣକ ମୁର୍ମୂଷ … Read More

ପାନ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି: ନୀଳଗିରି ଷ୍ଟେସନସାହି-କାହାଳିଆ ରାସ୍ତାର ଏକ କେନାଲ ନିକଟରେ ଅଭାବନୀୟ ଘଟଣା ଘଟିଛି। ଜଣେ ପାନ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ।  ଆହତ ବ୍ୟକ୍ତି ଜଣକ କାହାଳିଆ ଅଞ୍ଚଳର ପ୍ରଦୀପ ପଣ୍ଡା(୫୨) ବୋଲି ଜଣାପଡିଛି। ପୂର୍ବରୁ ସେ ନୀଳଗିରି ଡାକ୍ତରଖାନା … Read More

ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

ପୁରୀ : ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ସମୀକ୍ଷା ବୈଠକ ।  ଆସନ୍ତା ୨୫ତାରିଖରୁ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।  … Read More

ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ଅଛନ୍ତି ମାତ୍ର ୧୫ ନକ୍ସଲ । ମାଓନେତା ଶ୍ରୁକ୍ରୁ ନେତୃତ୍ବରେ ଓଡ଼ିଶାରେ ୧୫ ମାଓବାଦୀ ସକ୍ରିୟ ଅଛନ୍ତି । କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ମାଓବାଦୀମାନେ ସକ୍ରିୟ ଅଛନ୍ତି । ବିଧାନଭାରେ … Read More

ରାଜ୍ୟରେ ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ଗ୍ୟାସ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ … Read More