ପ୍ରଥମ ଦିନର ଗଣତି ମଣତି ପ୍ରକ୍ରିୟା ଶେଷ, ୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ

ପୁରୀ : ଦୀର୍ଘ ୪୮ ବର୍ଷ ପରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି । ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି … Read More

୨୩ ସହଯୋଗୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତା

ଭୁବନେଶ୍ବର: ଦୁଇ ମୋଷ୍ଟ ୱାଣ୍ଟେଡ ମାଓନେତାଙ୍କ ଆତ୍ମସମର୍ପଣ । ୨୩ ସହଯୋଗୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସରେଣ୍ଡର କରିଛନ୍ତି ଟପ ମାଓନେତା ଶୁକ୍ରୁ ଓ ପାପା ରାଓ । ମୋଷ୍ଟ ୱାଣ୍ଟେଡ ମାଓନେତା ଶୁକ୍ରୁ ଓ ତାର ୫ ସହଯୋଗୀଙ୍କ … Read More

ମିଠା ଦୋକାନୀକୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର: ମିଠା ବଦଳରେ ଖଣ୍ଡା ଚୋଟ । ମିଠା ଖାଇବା ପାଇଁ ଚାମଚ ନ ଦେବାରୁ ଦୋକାନୀକୁ ଖଣ୍ଟା ଚୋଟ । ୩ ଖଣ୍ଡା ସହ ଧରାପଡ଼ିଲା ଅଭିଯୁକ୍ତ । ଭୁବନେଶ୍ବର ସାମନ୍ତରାପୁର ଛକରେ ମିଠା ଦୋକାନୀକୁ ଖଣ୍ଡାରେ ଆକ୍ରମଣ । ଘଟଣାରେ … Read More

ଝରଣାରୁ ପାଣି ପିଇବା ବେଳେ ପେଟକୁ ଚାଲିଗଲା ଜୋକ, ଅବସ୍ଥା ଗୁରୁତର

ରାୟଗଡା : ପେଟରେ ଜୋକ, ଯୁବକ ଗୁରୁତର । ଝରଣା ପାଣି ପିଇବା ବେଳେ ଅସାବଧାନବଶତଃ ଜୋକ ଖାଇଦେଲେ ଯୁବକ । ପେଟ ଭିତରକୁ ଚାଲିଗଲା ପାଣି ଭିତରେ ଥିବା ଜୋକ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ l ରାୟଗଡା … Read More

ଗୃହରେ ବିରୋଧୀଙ୍କ ହଟଗୋଳ, ବିଧାନସଭାକୁ କଳା ପୋଷାକ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି ବିଧାୟକ

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ l ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ … Read More

ମଣ୍ଡି ଅବ୍ୟବସ୍ଥା: ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ମଣ୍ଡି ଅବ୍ୟବସ୍ଥାକୁ ବିରୋଧ । ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସ୍କୁଲ, କଲେଜ ସହ ଦୋକାନ ବଜାର ବନ୍ଦ ରହିଛି । ମଣ୍ଡିରେ … Read More

ଶ୍ରୀରାମ ନବମୀ ପାଳନ ପାଇଁ ବାଲେଶ୍ବରରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ

ବାଲେଶ୍ଵର: ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ । ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବା ପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଟାଉନ୍ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ … Read More

ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଆସନ୍ତା ୨୭ ତାରିଖରେ ଉଲ୍ଲାସର ସହ ପାଳିତ ହେବ ଶ୍ରୀରାମ ନବମୀ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ … Read More

ଭିଜିଲାନ୍ସ ଜାଲରେ ଅଡିଟର, ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର!। ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ … Read More

ଗ୍ୟାସ ସଙ୍କଟ: ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ … Read More