ବଢୁଛି ଗ୍ୟାସ କଳାବଜାରୀ, ୩ ହଜାର ଟଙ୍କାରେ ବିକ୍ରି ହେଉଛି ସିଲଣ୍ଡର

ଭୁବନେଶ୍ୱର : ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି … Read More

ରୋଗୀ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ଅଭିଯୋଗ

କଟକ : ରୋଗୀ ମୃତ୍ୟୁ ନେଇ କଟକ ଏସସିବିରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ । ନେଫ୍ରୋଲୋଜି ବିଭାଗରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଭୁବନେଶ୍ୱରରୁ ଯାଇଥିବା ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ … Read More

ବେଆଇନ ଗ୍ୟାସ ରିଫିଲିଙ୍ଗ: ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

କଟକ : ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ … Read More

କାଳବୈଶାଖୀ ତାଣ୍ଡବ: ଛାରଖାର ହୋଇଗଲା ମହୋତ୍ସବ ଷ୍ଟଲ୍

ଯାଜପୁର : ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । କେଉଁଠି ଭାଙ୍ଗୁଛି ତ ଆଉ କେଉଁଠି ଉଡାଇ ନେଉଛି । କାଳବୈଶାଖୀ ଝଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜୋର ପବନ ବୋହିବା ସହ ମୁଷଳଧାରା ବର୍ଷା ଓ … Read More

ଟେଷ୍ଟ ଡ୍ରାଇଭ୍ ଆଳରେ ଡିଫେଣ୍ଡର ଲୁଟିଲେ ବିହାରୀ ଲୁଟେରା

ଭୁବନେଶ୍ୱର : ଟେଷ୍ଟ ଡ୍ରାଇଭ୍ ଆଳରେ ଡିଫେଣ୍ଡର ଧରି ଛୁ । ଲୁଟ ଅଭିଯୋଗ ନେଇ ପୋଲିସର ହଟଚମଟ ପରେ ଡିଫେଣ୍ଡର ଛାଡ଼ି ଦେଇ ପଳାଇଲେ ଅଭିଯୁକ୍ତ । ଖୋର୍ଦ୍ଧା ଗୋଡିପଡା ଟୋଲ ଗେଟ୍ ନିକଟରୁ ଡିଫେଣ୍ଡରକୁ ଠାବ କଲା ପୋଲିସ । … Read More

ଭିଜିଲାନ୍ସ ଜାଲରେ ଏସଡିଓ ; ଅଫିସ ଓ ଘରେ ରେଡ୍

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି।  ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ସ୍ଥିତ ବସନ୍ତ … Read More

ସ୍କୁଲ ପାଖ ଗଛରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ପାତ୍ରପୁର : କାଳବୈଶାଖୀର ପ୍ରଭାବରେ ବିଦ୍ୟାଳୟ ପାଖ ଗଛରେ ପଡିଲା ବଜ୍ରପାତ। ଅଳ୍ପକେ ବର୍ତ୍ତୀଲେ ୪୫ଜଣ ଛାତ୍ରଛାତ୍ରୀ। ଆଜି ଅପରାହ୍ନରେ କାଳବୈଶାଖୀ ସହ ଭୟଙ୍କର ବଜ୍ରପାତ ଘଟିଥିଲା। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ୪୫ଜଣ ଛାତ୍ରଛାତ୍ରୀ … Read More

ପ୍ରାତଃ ଭ୍ରମଣ ଯାଇଥିବା ବେଳେ ବ୍ୟବସାୟୀଙ୍କ ଘରୁ ୧କେଜି ସୁନା ଲୁଟ୍

ବ୍ରହ୍ମପୁର: ପ୍ରେମନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ବ୍ୟବସାୟୀ ଜଣଙ୍କ ମର୍ଣ୍ଣି॰ୱାକରେ ଯାଇଥିବା ବେଳେ ଚୋରମାନେ ତାଙ୍କ ଘରେ ପଶି ପ୍ରାୟ ୧କେଜି ଓଜନର ସୁନା ଅଳଙ୍କାର ଏବଂ ନଗଦ ଲକ୍ଷାଧିକ ଟଙ୍କା ଚୋରି … Read More

ପାଣି ଟାଙ୍କିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୁଡଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗିବାହାଲ ଅଞ୍ଚଳରେ ଅଘଟଣ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣି ଟାଙ୍କି ଭିତରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ସୂଚନା ଅନୁସାରେ ତୁଷୁରା–ଗୁଡଭେଲା ମୁଖ୍ୟ … Read More

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାଗା: କଟକ ଜଗତପୁର ଥାନା ଅନ୍ତର୍ଗତ ଭୈରପୁର ପେଟ୍ରୋଲ ପମ୍ପ ନିକଟରେ  ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଜଣେ ମହିଳାଙ୍କର ହଠାତ୍ ଅସ୍ବଭାବିକ ଭାବେ ମୃତ୍ୟୁ ଘଟିଛି। ମୃତକ ଅମଜାଦ ବିବି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି … Read More