ପିଲା ଚୋର ଭାବି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼

ସମ୍ବଲପୁର : ରାୟଗଡ଼ା କଲ୍ୟାଣସିଂହ ପୁର ହିଂସା ଘଟଣାର କିଛି ଘଣ୍ଟା ପରେ ସମ୍ବଲପୁରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି  l  ଗୁରୁତର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଘୋଷାରି ଘୋଷାରି ନେଉଥିବା, ସହ ଲାତ, ଗୋଇଠା … Read More

ମହାବଳ ବାଘ ଛାଲ ଜବତ, ୩ ଗିରଫ

ନବରଙ୍ଗପୁର : କଲରାପତରିଆ ନୁହେଁ ଏଥର ହେଉଥିଲା ମହାବଳ ବାଘ ଛାଲର ଡିଲ୍ । ନିଜେ ଗ୍ରାହକ ସାଜି ମହାବଳ ଛାଲ ଚୋରାଚାଲାଣକାରୀଙ୍କୁ କାବୁ କଲା ବନବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରେ ୧୦ ଲକ୍ଷ … Read More

ଛଟେଇ ବିରୋଧରେ ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ

ଭୁବନେଶ୍ୱର : ଛଟେଇ ବିରୋଧରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର |  ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ। ବର୍ଷାରେ ଭିଜି, କୋଳରେ ଶିଶୁ ଧରି ଲୋୟର ପିଏମଜିରେ ଗର୍ଜିଲେ ମହିଳା। ପ୍ରବଳ ବର୍ଷାକୁ ଖାତିର ନକରି ହକ୍ ପାଇଁ ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର । … Read More

ଆସନ୍ତା ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ … Read More

ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି, ବନ୍ଧା ହେଲେ କର୍ମଚାରୀ

ଭୁବନେଶ୍ୱର : ମହଙ୍ଗା ପଡିଲା ନକଲି ଶିକ୍ଷାଗତ ପ୍ରମାଣରେ ଚାକିରି ।  ଫେକ ସାର୍ଟିଫିକେଟରେ ଗୃହ ବିଭାଗରେ ଚାକିରି କାରସାଦି ।  ବନ୍ଧା ହେଲେ କର୍ମଚାରୀ ।  ଜୁନିୟର ଏକ୍ଜ୍ୟୁକେଟିଭ ଆସିଷ୍ଟାଣ୍ଟ ଶିବ ପ୍ରସାଦ ରଥ ଗିରଫ ।  ପୁରୀ ଗୋପ ନାଗପୁର … Read More

ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ !

ପୁରୀ : ଫାଦର୍ସ ଡେ’ରେ ବଡ଼ ଅଘଟଣ ।  ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ ।  ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି ।  ମୃତ ଦମ୍ପତି ପୁରୀ ଜିଲ୍ଲା ତାଳବଣିଆ ଥାନା ସେନାପତି ବଗିଚାର ଅନାମ … Read More

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା

ବ୍ରହ୍ମପୁର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ  ।  ମୃତ ଛାତ୍ରୀ ସ୍ମୃତିଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ ଜେନାଙ୍କ ନାଁରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି … Read More

କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ କେନାଲରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନି । ବରଗଡ଼ ଜିଲ୍ଲା ବରପାଲି ଥାନା ସତଳମା ରାସ୍ତାର ବିଶିପାଲି ବ୍ରିଜ ନିକଟସ୍ଥ କେନାଲରୁ ଉଦ୍ଧାର … Read More

ଡାକ୍ତରଖାନାରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ: ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ ।  ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି  । ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ସୁଖୀଗାଁ ପଂଚାୟତ ଗାବରୀଗୁଡାର ଧନମତି ସାନ୍ତା ଗତ ଏପ୍ରିଲ … Read More

ନଡ଼ିଆ ଗଛ ପାଇଁ ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ

ବାଲେଶ୍ବର: ବାଲେଶ୍ଵରରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଛୋଟ କଥାରୁ ବଡ଼ ଘଟଣା । ଏକ ଛୋଟ କଥାକୁ ନେଇ ଚାଲିଥିଲା ବଡ଼ ଝଗଡ଼ା । ଯାହାକି ହଣାକଟା ଉପରକୁ କଥା ଯାଇଥିଲା । ସାମାନ୍ୟ ନଡ଼ିଆ ଗଛ ପାଇଁ ହଣାକଟା … Read More