ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପୁରୀ-କୋଲକାତା ବସ୍ ନେଉଛନ୍ତି ମନଇଚ୍ଛା ଭଡ଼ା
ବାଲେଶ୍ୱର : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା। ଏହି ଦୁଃଖଦ ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍ ଗୁଡ଼ିକ ମନଇଛା ଭଡ଼ା ନେଉଛନ୍ତି। ଫଳରେ ବିପଦର ରହି ମଧ୍ୟ ଯାତ୍ରୀମାନେ ଶୋଷଣର ଶିକାର ହେବାକୁ ପଡୁଛି। ଏପରି … Read More