ବାକି ଟଙ୍କା ନଦେବାରୁ ଯୁବକଙ୍କୁ ଭୁଜାଲି ଭୁସି ଦେଲେ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା କୋଟସାହି ପଞ୍ଚାୟତର ବାଗ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାକି ଟଙ୍କା ନ ଶୁଝିବାରୁ ଜଣେ ଯୁବକଙ୍କୁ ଆଉ ଜଣେ ଲୋକ ଭୁଜାଲିରେ ଭୁସି ଦେଇଛି। ଭୁଜାଲି ଆକ୍ରମଣର ଶିକାର ହୋଇଥିବା … Read More

ଜଳୁଛି ଓଡ଼ିଶା: ୪୪.୮ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର, ଭୁବନେଶ୍ବରରେ ପାରା ୪୨.୪ ଡିଗ୍ରି

ଭୁବନେଶ୍ବର/ଝାରସୁଗୁଡ଼ା: ରଜରେ ସାରା ଓଡ଼ିଶା ଜଳୁଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର … Read More

ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରା ନେଇ ଗଜପତିଙ୍କ ସହ ହେଲା ଆଲୋଚନା

ପୁରୀ: ଆଉ ମାତ୍ର ୪ ଦିନ ପରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେବ। ମହାପ୍ରଭୁଙ୍କ ୯ ଦିବସୀୟ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ … Read More

ମହିମା ପୀଠର ହେବ ରୂପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ୧୧୨ କୋଟି ପ୍ରକଳ୍ପର ପ୍ରସ୍ତାବ ଦେଲେ ଜିଲ୍ଲାପାଳ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା … Read More

ବାହାନଗା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କ ସହାୟତା ଲାଗି ୫୦ଲକ୍ଷ ଟଙ୍କା ପ୍ରଦାନ କଲେ ଶ୍ରୀଶ୍ରୀଆଚାର୍ଯ୍ୟଦେବ

ଦେଓଘର: ଓଡ଼ିଶାର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବହୁ ପରିବାର ଉଜୁଡ଼ି ଯାଇଛି। ବହୁ ଶିଶୁ ଅନାଥ ହୋଇ ଯାଇଛନ୍ତି। ଏଭଳି ଅପୂରଣୀୟ କ୍ଷତିର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି … Read More

ମା’ର ଆଖି ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର, ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ: ଆଜି ସକାଳେ ବ୍ରାହ୍ମଣୀ ନଦୀ କୂଳରୁ ଜଣେ ନାବାଳକକୁ କୁମ୍ଭୀର ଝାମ୍ପିନେଇଥିବାର ଖବର ମିଳିଛି। ପରେ ଉକ୍ତ ନାବାଳକର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା … Read More

ନନ୍ଦନକାନନରେ ପହିଲି ରଜରେ ବୁଲିଲେ ୧୨,୮୩୬ ପର୍ଯ୍ୟଟକ

ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ … Read More

‘ମୋ ବସ୍‌’ରୁ ଡ୍ରାଇଭରଙ୍କୁ ଭିଡ଼ିନେଇ ନିସ୍ତୁକ ପିଟିଲେ ୬ ଯୁବକ

ନିମାପଡ଼ା: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ବାରା ପରିଚାଳିତ ‘ମୋ ବସ୍‌’ର ଜଣେ ଡ୍ରାଇଭରଙ୍କୁ ଆଜି ସନ୍ଧ୍ୟା ସମୟରେ ୬ ଜଣ ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକମାନେ ଡ୍ରାଇଭରଙ୍କୁ ବସ୍‌ ଭିତରୁ ବଳପୂର୍ବକ ଭିଡ଼ିନେଇ ମାଡ଼ ମାରିଥିବା ନେଇ … Read More

୧୧ କେଭି ବିଦ୍ୟୁତ୍ ତାର ଲାଗି ଚାଲିଗଲା ହାତୀର ଜୀବନ

କଣ୍ଟାମାଳ :୧୧ କେଭି ବିଦ୍ୟୁତ ତାର ନେଲା ଦନ୍ତା ହାତୀର ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ପଞ୍ଚାୟତର ଘୁଚାଙ୍ଗି ଗାଁ ପାଖ ଜଙ୍ଗଲରେ ମୃତ ହାତୀଟି ଉଦ୍ଧାର ହୋଇଛି। ଲୋକେ ଶୌଚ ଲାଗି ଯାଇଥିବା ବେଳେ ହାତୀ ମରିପଡ଼ିଥିବା … Read More

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି। ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର … Read More