ରାଜ୍ୟରେ ହେବନି ଜାତିଭିତ୍ତିକ ରାଲି ଓ ପ୍ରଚାର, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆହ୍ଲାବାଦ: ଜାତିଭିତ୍ତିକ ରାଲି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ନିଷିଦ୍ଧ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ପୋଲିସ ଏଫଆଇଆର, ଗିରଫଦାରୀ ମେମୋ, ସାର୍ବଜନୀନ ସ୍ଥାନ ଏବଂ ସରକାରୀ ଦଲିଲରେ ଆଉ ଜାତି ଉଲ୍ଲେଖ କରାଯିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, … Read More
