ନାଳନ୍ଦା ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ, ଅନେକ ଶ୍ରଦ୍ଧାଳୁ ଆହତ

ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ଖବର ମୁତାବକ, ନାଳନ୍ଦାରେ … Read More

କଂଗ୍ରେସର ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ

ଭୁବନେଶ୍ଵର: ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର  ଜିଲ୍ଲା ସଭାପତିଙ୍କ ନାମ ଘୋଷଣା । ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର କଟକ ସହର-ସନ୍ତୟାନ ମିଶ୍ର ବୌଦ୍ଧ- ଅବଦୁଲ କାଲିସ ଖାସ ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ … Read More

ହୋଲସେଲରେ ଆଳୁ କେଜି ୫ ଟଙ୍କା, ଦୋକାନରେ ୨୦: ଚଢ଼ା ଦରରେ ଆଳୁ କିଣୁଛନ୍ତି ଗ୍ରାହକ

ଭୁବନେଶ୍ୱର : ହୋଲସେଲରେ ଆଳୁ କିଲେ ୫ ଟଙ୍କା , ଦୋକାନରେ ୨୦ । ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି, ଅନ୍ୟପଟେ … Read More

ବିଜୁ ବାବୁଙ୍କୁ ନେଇ ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା

ଭୁବନେଶ୍ବର: ଦେଶବ୍ୟାପୀ ବିଜୁ ଝଡ଼ ।  ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା ।  ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ ।  ବିଜୁ ପଟ୍ଟନାୟକ ସାରା ଭାରତର ଜଣେ … Read More

ଭିଜିଲାନ୍ସ ପଞ୍ଝାରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର : ଘରୁ ବାହାରିଲା କୁଢ କୁଢ ନୋଟ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ । ନୋଟ୍ ଗଣିବାକୁ ଲାଗିଲା ମେସିନ୍ । ରେଳ ଷ୍ଟେସନରୁ ୫ ଲକ୍ଷ ଓ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । … Read More

ସମ୍ପୁର୍ଣ୍ଣ ମାଓମୁକ୍ତ ହେଲା ୮ ଜିଲ୍ଲା, ଖୁବଶୀଘ୍ର ମାଓଶୂନ୍ୟ ହେବ ଓଡ଼ିଶା: ଏଡ଼ିଜି

ଭୁବନେଶ୍ୱର : ୮ଟି ଜିଲ୍ଲା ସମ୍ପୁର୍ଣ୍ଣ ମାଓ ମୁକ୍ତ ହୋଇଛି ।  ଖୁବଶୀଘ୍ର ଓଡ଼ିଶା ହେବ ମାଓମୁକ୍ତ ।  ଏମିତି ସୂଚନା ଦେଇଛନ୍ତି ।  କେବଳ କନ୍ଧମାଳରେ କିଛି ହାତ ଗଣତି ମାଓବାଦୀ ଅଛନ୍ତି ୩୬୯ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ … Read More

ବାପା ମା’ଙ୍କୁ ହଇରାଣ କଲେ ହେବ ଦରମା କାଟ୍, ପାସ୍ ହେଲା ବିଲ୍

ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍ କରି … Read More

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ … Read More

ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା । … Read More

ମହାରାଷ୍ଟ୍ରରେ କାର୍-ବସ୍ ଧକ୍କା, ୬ ମୃତ, ଅନେକ ଗୁରୁତର

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ଭୟଙ୍କର ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିବା ବେଳେ କାର୍ ଏବଂ ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି … Read More