ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି

ଭୁବନେଶ୍ଵର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି । ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି । ରାଜଭବନରେ ଅନୁଷ୍ଠିତ ଭବ୍ୟ ସମାରୋହରେ ନୂତନ … Read More

ଫାଇନାନ୍ସ କମ୍ପାନୀରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୩୦ କେଜିର ସୁନା ଅଳଙ୍କାର

ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ଡକାୟତି । ବନ୍ଧୁକ ମୁନରେ ବ୍ୟାଗ ଭର୍ତ୍ତି ସୁନା ଲୁଟ୍ ଅଭିଯୋଗ ହୋଇଛି । ଲୁଟିନେଲେ ୨୫ରୁ ୩୦ କେଜି ସୁନା । ସମ୍ବଲପୁର ଅଇଁଠାପାଲି ମଣପୁରମ୍ ଫାଇନାନ୍ସ କମ୍ପାନୀରୁ ସଶସ୍ତ୍ର ଡକାୟତି ହୋଇଛି । ୬ରୁ ୭ … Read More

ଡେରା ସଚା ସୌଦାର ମୁଖ୍ୟକୁ ‘ସୁପ୍ରିମ’ ନୋଟିସ

ଆତ୍ମଘୋଷିତ ବାବା ତଥା ଡେରା ସଚା ସୌଦାର ମୁଖ୍ୟ ଗୁରମିତ ସିଂହ ଓ ଅନ୍ୟ ୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଡେରା ସଚା ସୌଦାର ପୂର୍ବତନ ମ୍ୟାନେଜର ରଣଜିତ ସିଂହଙ୍କ ହତ୍ୟାକାଣ୍ଡ ଘଟଣାରେ ଏପରି ନୋଟିସ କରାଯାଇଛି। ୨୦୦୨ ମସିହାରେ … Read More

ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଛି। ଚୂନ ଛଡାଯିବା ପରେ ପଥରର ସରଫେସ ଦେଖାଗଲାଣି। ଅନେକ ପଥରରେ ଫାଟ ରହିଛି। ଡିସେମ୍ବର ୨୫ … Read More

ରୁଷର ‘ବ୍ରିକ୍ସ’ ଯୁବ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ ଝିଅ ମେଧା, ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆମ ସମାଜରେ ଏବେ ପ୍ରତିଦିନ ହାତୀ ଓ ମଣିଷ ଭିତରେ ଅନେକ ଘଟଣା ଓ ଅଘଟଣ ଦେଖିବାକୁ ମିଳେ । ତେବେ ଏସବୁ ଜନସଂଖ୍ୟା ବୃଦ୍ଧି, ଜଗତୀକରଣ, ଶିଳ୍ପ କାରଖାନା ଓ ଜଙ୍ଗଲରେ ମଣିଷର ଜବରଦଖଲ ଯୋଗୁଁ ହେଉଛି । ଦିନକୁ … Read More

ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍

ଭୁବନେଶ୍ଵର: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ । ତେବେ ଏହି ଧମକପୂର୍ଣ୍ଣ ମେସେଜ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍‌କୁ ଆସିଛି । ଭିଡିଓ … Read More

ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା

ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି। ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି। ପିଲାଠୁ ବୁଢ଼ା … Read More

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ, ଭୁବନେଶ୍ବରରେ ପହଞ୍ଚିଲା ୨ଟି ଡବଲ ଡେକର୍‌ ବସ୍‌

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୨ଟି ଡବଲ ଡେକର୍‌ ବସ୍‌ । ବିଳମ୍ବିତ ରାତିରେ ଭୁବନେଶ୍ବର ଗାଡ଼କଣ ଡିପୋରେ ପହଞ୍ଚିଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙକ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି … Read More

ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ଵର: ପ୍ରବଳ ଜାଡରେ ଥରୁଛି ଓଡିଶା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ପ୍ରକୋପ ବଢ଼ିଛି। ବର୍ଷା ପ୍ରଭାବ କମିବା ପରେ ବଢ଼ିଛି ଶୀତର ପ୍ରକୋପ । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି … Read More

ଆଇଏଏସ୍‌ ସ୍ତରରେ ଅଦଳବଦଳ; ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ନୂଆ ବର୍ଷ ଆରମ୍ଭରୁ ପାୱାର କରିଡରରେ ହେଲାଣି ହଲଚଲ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି … Read More