ଆଜିଠୁ ଶଙ୍ଖ ଭବନରେ ମାଷ୍ଟର ଟ୍ରେନର ତାଲିମ ଶିବିର

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର । ଶଙ୍ଖ ଭବନରେ ଏହି ଶିବିର ଚାଲିବ । ତୃଣମୂଳସ୍ତରରୁ ନେତା ଓ କର୍ମୀଙ୍କୁ ନିର୍ବାଚନ ପାଇଁ ଦିଆଯିବ ଗୁରୁମନ୍ତ୍ର। ଏହି କାର୍ଯ୍ୟକ୍ରମ ୩୭ ଦିନ ଯାଏ ଚାଲିବ। … Read More

ଅପରାଜିତାଙ୍କ ପରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ବିବାଦରେ ଥିବା ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଆଜି ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ ଟ୍ୱିଟ କରି କହିଥିଲେ ଯେ ଏହା ଅତ୍ୟନ୍ତ … Read More

ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ ନଜର ରଖାଯାଇଛି: ଅପରାଜିତା

ଭୁବନେଶ୍ବର:  ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ଗତକାଲି ଏକ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ନେଇ … Read More

ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ … Read More

ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି !

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ … Read More

କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ

ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ  । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ … Read More

ଜଳସେଚନ ଜମି ଜବରଦଖଲ ଅଭିଯୋଗ, ହସ୍ତକ୍ଷେପ ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ସାଂସଦଙ୍କ ଅନୁରୋଧ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଜମି ଜବରଦଖଲ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ଆସିବାର ଗୋଟିଏ ଦିନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଗରିବ ଚାଷୀଙ୍କ … Read More

ଦଳୀୟ ନେତ୍ରୀଙ୍କୁ ଫୋନରେ ଅଶ୍ଳୀଳ କଥା କହି କେନ୍ଦ୍ରାପଡା ବ୍ଲକ ସଭାପତି ବିଜେଡିରୁ ନିଲମ୍ବିତ

କେନ୍ଦ୍ରାପଡା: ଜିଲ୍ଲାର ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ଶୃଙ୍ଖଳାଗତ କାରଣ ଦର୍ଶାଇ ନିଲମ୍ବିତ କରିଛି ବିଜୁ ଜନତା ଦଳ। କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଶୁକ୍ରବାର ଏକ ସରକାରୀ ଚିଠିରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର … Read More

ବ୍ଲାକମେଲ୍‌ କରୁଛନ୍ତି ସୌମ୍ୟ ବାବୁ; ଅତନୁ

ଭୁବନେଶ୍ୱର: ସୗମ୍ୟଙ୍କ ସମ୍ପାଦକୀୟ ବାଣ ଦଳୀୟ ନେତାଙ୍କ ମନରେ ଏବେ ପଶୁଛି । ତେଣୁ ୨୦ ଦିନ ପରେ ବିଜେଡି ବିଧାୟକ ସୌମ୍ୟଙ୍କୁ ଘେରିଛନ୍ତି  ନେତା, ମନ୍ତ୍ରୀ । ଦଳ ଭିତରୁ  ଆରମ୍ଭ ହୋଇଛି ଘନ ଘନ ଆଟାକ ।  … Read More

ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ … Read More