ରେଳ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲା ତାମିଲନାଡୁ

ବାହାନଗାରେ କରମଣ୍ଡଳର ରେଳ ଦୁର୍ଘଟଣା ନେଇ ସମୀକ୍ଷା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରି ଘଟଣା ବିଷୟରେ ତଥ୍ୟ ନେଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ … Read More

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ

ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ। କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ନିଜର ସମର୍ଥନ ଜଣାଇଛନ୍ତି ଭାରତୀୟ ଖେଳାଳି। ମେ’ ୨୮ରେ କୁସ୍ତିଯୋଦ୍ଧାଙ୍କ ସହିତ ହୋଇଥିବା ଧସ୍ତାଧସ୍ତି ଏବଂ ଦୁର୍ବ୍ୟବହାର ବିରୋଧରେ ସ୍ୱର … Read More

ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି ଆମେରିକା!

ଆଇଫୋନ ହ୍ୟାକ କରୁଛି ଆମେରିକା। ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି । ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀଙ୍କ ହେଉଛି ତଥ୍ୟ ଚୋରି । ଏପରି ଅଭିଯୋଗ ଆଣିଛି ରୁଷ ଫେଡେରାଲ ତଦନ୍ତ ଏଜେନ୍ସୀ। ତେବେ … Read More

କାଙ୍ଗାଳିଆ ସ୍ଥିତିରେ ପହଞ୍ଚିଛି ପାକିସ୍ତାନ

ଦରଦାମ ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ପାକିସ୍ତାନ । ଶ୍ରୀଲଙ୍କାକୁ ପଛରେ ପକାଇଲା । ଦେଶର ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପିତି ୨୫.୨ ପ୍ରତିଶତ ଅଛି । ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତିକରୁଛି ପାକ୍‌ … Read More

ଭାରତୀୟ ଆଇ ଡ୍ରପ୍‌ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ, ଶ୍ରୀଲଙ୍କାର ଅଭିଯୋଗ ପରେ ଭାରତରେ ଯାଞ୍ଚ ଆରମ୍ଭ

ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ଦେଖାଦେଇଛି, ଯାହା ପରେ ଭାରତରେ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସୂତ୍ରରୁ ଜଣାପଡ଼ିଛି ଯେ ଗୁଜରାଟର ଏକ ଫାର୍ମା … Read More

ଅଯୋଧ୍ୟାରେ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ୍‌

ଅଯୋଧ୍ୟାରେ ହେବାକୁ ଥିବା ବିଜେପି ସାଂସଦ ତଥା କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ ହୋଇଛି। ଏହି ଜନଚେତନା ମହାରାଲି ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ହେବାର ଥିଲା। ବ୍ରିଜଭୂଷଣ ଶରଣ ସିଂ ଏଥିରେ ୧୧ … Read More

ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର … Read More

ମନୀଷ ସିସୋଦିଆଙ୍କ ପାଇଁ ଅନ୍ତରୀଣ ଆଶ୍ୱସ୍ତି: ଅସୁସ୍ଥ ପତ୍ନୀଙ୍କୁ ଘରେ ଭେଟିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅନ୍ତରୀଣ ଆଶ୍ୱସ୍ତି ମିଳିଛି; କାରଣ ତାଙ୍କୁ ଜୁନ୍‌ ୩ ତାରିଖ ହେପାଜତରେ ଥିବା ବେଳେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘରେ ଥିବା … Read More

ଚଳିତ ଆର୍ଥିକ ବର୍ଷରେ କର୍ଣ୍ଣାଟକରେ ସମସ୍ତ ୫ଟି ନିର୍ବାଚନ ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ: ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ୫ଟି ଗ୍ୟାରେଣ୍ଟି ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ। ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ … Read More

ମଞ୍ଚରେ ଖସି ପଡ଼ିଲେ ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ : ମଞ୍ଚରେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି । ଗୋଡ଼ ଖସି ଯିବାରୁ ପଡ଼ିଲେ ଜୋ ବାଇଡେନ୍‌ । ଆମେରିକା କଲରାଡୋରେ ବାୟୁସେନା ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଚାଲିବା ବେଳେ ଅଚାନକ ଷ୍ଟେଜ୍‌ ଉପରେ … Read More