ପ୍ରଚାର ବେଳେ ବିଜେପି ଟିଏମସି କର୍ମୀ ମୁହାଁମୁହିଁ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନକୁ ଦିନ ଏତିକି ପାଖେଇ ଆସୁଛି,ସେତିକି ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ହୁଗୁଳି ଜିଲ୍ଲାରେ ପ୍ରଚାର ସମୟରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ୍ ପାଇଁ ଦୁଇ ସପ୍ତାହରୁ କମ୍ … Read More

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ୍‌ ବାଇକ୍ !

ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେବ ପେଟ୍ରୋଲ ଗାଡିର ଯୁଗ। ରାଜଧାନୀ ଦିଲ୍ଲୀରେ ଦୁଇଚକିଆ ପେଟ୍ରୋଲ ଯାନ ଉପରେ ରୋକ୍ ଲାଗିବ। ୨୦୨୮ରୁ ନୂତନ ପେଟ୍ରୋଲ ଦୁଇଚକିଆ ଯାନ ପଞ୍ଜୀକରଣ ବନ୍ଦ ହୋଇପାରେ। ଦିଲ୍ଲୀ ସରକାରଙ୍କ ଇଭି ଡ୍ରାଫ୍ଟ ପଲିସି ଆସିଛି। ପରିବହନ … Read More

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ରଣନୀତିକୁ ଜୋରଦାର କରିଛି। … Read More

ସଂସଦ ପରିସରରେ ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସଂସଦ ପରିସରରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ । ଗାଡ଼ିରୁ ଓହ୍ଲାଇ ରାହୁଲ ଗାନ୍ଧୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓ ରାହୁଲଙ୍କ ମଧ୍ୟରେ କ’ଣ ହେଲା କଥାବାର୍ତ୍ତା ? ନୂଆଦିଲ୍ଲୀରେ ଦୁଇ ପ୍ରମୁଖ … Read More

ବୃନ୍ଦାବନ ଡଙ୍ଗା ବୁଡ଼ିରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ମୋଦି

ଉତ୍ତରପ୍ରଦେଶ : ବୃନ୍ଦାବନରେ ଡଙ୍ଗା ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ସେ ସମବେଦନା ଜଣାଇବା ସହ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାର ଏକ ଭିଡିଓ … Read More

ସଫଳ ହେଲା ଆର୍ଟେମିସ୍-୨ ମିଶନ, ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ

ନୂଆଦିଲ୍ଲୀ : ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ । ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ । ୪ ଲକ୍ଷ କିଲୋମିଟର ଦୂରରୁ ଫେରିଲେ ୪ ମହାକାଶଚାରୀ । ୯ ଦିନର ରୋମାଞ୍ଚକର ଯାତ୍ରା ଶେଷ । ଆଜି ଭୋରୁ ପ୍ରଶାନ୍ତ … Read More

୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବ: ଓଡ଼ିଶାର ୧୭ଟି ପ୍ରକଳ୍ପ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବି.ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ସି.ଆଇ.ଡି.ସି. ଦ୍ୱାରା ଆୟୋଜିତ ୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପକୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଇଛି। ଉତ୍ସବରେ … Read More

ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମାଙ୍କୁ ଟିଏମସିର କିଛି କର୍ମୀ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ଯାହାର ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ … Read More

ଇମେଲ୍ ମାଧ୍ୟମରେ ବିହାର ବିଧାନସଭାକୁ ବୋମା ଧମକ

ପାଟନା: ଶୁକ୍ରବାର ବିହାର ବିଧାନସଭାକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ଘଟଣାକୁ ନେଇ ବିଧାନସଭା ପରିସରରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି। ଘଟଣାକୁ ନେଇ ସଚିୱାଲେ-୧ ସବଡିଭିଜନାଲ୍ ପୁଲିସ ଅଧିକାରୀ (SDPO) ଅନୁ କୁମାରୀ କହିଛନ୍ତି, ଆମେ ସୂଚନା ପାଇଲୁ … Read More

ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ହଜାର, ବସ୍‌ରେ ମାଗଣା ଯାତ୍ରା ସୁବିଧା

ନୂଆଦିଲ୍ଲୀ : ମହିଳାଙ୍କୁ ପ୍ରତି ମାସର ୧ ରୁ ୫ ତାରିଖ ମଧ୍ୟରେ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ସିଧାସଳଖ ସ୍ଥାନାନ୍ତର କରାଯିବ। ସମସ୍ତ ସରକାରୀ କର୍ମଚାରୀ ଏବଂ ବେତନଭୋଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) … Read More