ଆଇଏସ୍ଆଇର ତିନିଜଣ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ … Read More

ଗସ୍ତ ନାମରେ ସରକାର ଟୁର୍-ଟ୍ରାଭେଲ୍ କମ୍ପାନି ଖୋଲିଲେ: ପ୍ରତିନିଧି ଦଳ ନେଇ ସଞ୍ଜୟଙ୍କ କଟାକ୍ଷ

ମୁମ୍ବାଇ: ଅପରେସନ ସିନ୍ଦୂର ଉପରେ ଭାରତର ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବାକୁ ଭାରତ ସରକାର ଶନିବାର ଦିନ ସଂକଳ୍ପ ନେଇଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ପ୍ରତିନିଧିମଣ୍ଡଳର ୭ଟି ଟିମ୍ ଗଠନ କରିଥିଲା। ​​ଯେଉଁମାନେ ସୀମାପାର ଆତଙ୍କବାଦ … Read More

କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ପ୍ରଫେସର

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି। ଗିରଫ ଅଲି ଖାନ ମହମୁଦାବାଦ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଭାବେ କାମ କରନ୍ତି । ପହଲଗାମ ଆକ୍ରମଣ ପରେ … Read More

୧୭ ସାଂସଦଙ୍କୁ ‘ସଂସଦ ରତ୍ନ ୨୦୨୫’: ମହାରାଷ୍ଟ୍ରରୁ ସର୍ବାଧିକ

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ୨୦୨୫ ଦେଶର ୧୭ ଜଣ ସାଂସଦଙ୍କ ପାଇଁ ଘୋଷଣା କରାଯାଇଛି। ଚଳିତ ବର୍ଷ ସାରା ଦେଶରୁ ୧୭ ଜଣ ସାଂସଦଙ୍କୁ ଚୟନ କରାଯାଇଛି। ସେମାନ ମଧ୍ୟରୁ ମହାରାଷ୍ଟ୍ରର ୭ ଜଣ ସାଂସଦ ଏହି … Read More

ଯୁଦ୍ଧ ଅଟକାଇଲି କିନ୍ତୁ ଶ୍ରେୟ ମିଳିଲା ନାହିଁ : ଡୋନାଲ୍ଡ ଟ୍ରମ୍ପ୍

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି  ।  ଟ୍ରମ୍ପ ଦାବି କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ  ସେ  ଥିଲେ କିନ୍ତୁ ଏହାର କ୍ରେିଡିଟ୍  ତାଙ୍କୁ ମିଳିଲା ନାହିଁ  । ଦୁଇ … Read More

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ସାଂସଦ ଅସଉଦ୍ଦିନ ଓଓ୍ବେସୀ

କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଓଓ୍ବେସୀ କହିଛନ୍ତି, ପହଲଗାଓଁ ଆକ୍ରମଣ … Read More

ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଯିବେ ୭ ସାଂସଦ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ କେନ୍ଦ୍ର ସରକାର ସମସ୍ତ ପ୍ରମୁଖ ସହଭାଗୀ ରାଷ୍ଟ୍ରକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବେ। ଏହି ପ୍ରତିନିଧି ଦଳରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ରହିବେ। ଏହି ଦଳକୁ ଭାରତର ଆନୁଷ୍ଠାନିକ ଆଭିମୁଖ୍ୟ … Read More

ଭାରତରେ ଆକ୍ରମଣ ପାଇଁ ତୁର୍କୀ ରାଷ୍ଟ୍ରପତିଙ୍କ ଜ୍ୱାଇଁଙ୍କ କମ୍ପାନୀରୁ ଆସିଥିଲା ଡ୍ରୋନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଅପରେସନ ସିନ୍ଦୁର ପରେ, ଭାରତ ସରକାର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଧ୍ୟାନରେ ରଖି ତୁର୍କୀର ଏକ କମ୍ପାନୀର ବିମାନ ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ପ୍ରଭାବରେ ବାତିଲ କରିଛନ୍ତି। ଏହି ନିଷ୍ପତ୍ତି … Read More

ଅବତରଣ କରିବା ସମୟରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

କେଦାରନାଥ: କେଦାରନାଥ ଧାମରେ ​​ଅବତରଣ କରିବା ସମୟରେ ଏକ ହେଲି ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲି ଆମ୍ବୁଲାନ୍ସଟି ଋଷିକେଶ ଏମ୍ସର ଥିଲା, ଯାହା ଋଷିକେଶରୁ କେଦାରନାଥ ଯାଉଥିଲା। ଏମ୍ସ ପିଆରଓ ସନ୍ଦୀପ କୁମାର ଏହା ନିଶ୍ଚିତ କରିଛନ୍ତି। ଶନିବାର ଦିନ, କେଦାରନାଥ … Read More

ଅପରେସନ ସିନ୍ଦୂରର ଲାଡେନ ହତ୍ୟା ସହ ସମାନତା ଅଛି: ଧନକର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ୍ ଧନକର ଶନିବାର କହିଛନ୍ତି ଯେ, ଅପରେସନ ସିନ୍ଦୂର ଏବଂ ପାକିସ୍ତାନରେ ଆମେରିକୀୟ ସେନା ଦ୍ୱାରା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ମଧ୍ୟରେ ସମାନତା ରହିଛି। ଉପରାଷ୍ଟ୍ରପତି ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣକୁ … Read More