ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍, ୩୫୦ ଜଣଙ୍କୁ ବାନ୍ଧିଲା ପୁଲିସ

ନୂଆଦିଲ୍ଲୀ : ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍ । ୩୫୦ ଜଣ ଗିରଫ ହୋଇଛନ୍ତି । ତଦନ୍ତରୁ ମିଳିଛି ଷଡଯନ୍ତ୍ରର ଗନ୍ଧ । ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ଶ୍ରମ … Read More

ଶାନ୍ତି ଆଲୋଚନା ବିଫଳ ପରେ ଇରାନର ବନ୍ଦରଗୁଡ଼ିକୁ ଘେରିଛି ଆମେରିକା

ଆମେରିକା : ଆମେରିକା-ଇରାନ ମଧ୍ୟରେ ପରମାଣୁ ଯୁଦ୍ଧ! । ଇରାନ କହୁଛି ୫ ବର୍ଷ, ଆମେରିକା ମାଗୁଛି ୨୦ ବର୍ଷର ରୋକ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ପରମାଣୁ ଆଲୋଚନା ଏବେ ଏକ ବଡ଼ ଅଚଳାବସ୍ଥାରେ ପହଞ୍ଚିଛି । ମୁଖ୍ୟ … Read More

ହର୍ମୁଜ ପ୍ରଣାଳୀରେ ଯୁଦ୍ଧ ଆଶଙ୍କା, ଆମେରିକା-ଚୀନ୍ ମଧ୍ୟରେ ସଂଘର୍ଷର ଆଶଙ୍କା

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ବଢୁଛି ଯୁଦ୍ଧ ଆଶଙ୍କା । ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ୍ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ … Read More

ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ : ୧୦ ଶ୍ରମିକ ମୃତ

ଛତିଶଗଡ଼ : ବେଦାନ୍ତ ପାୱାର ପ୍ଲାଣ୍ଟରେ ଆଜି ବିସ୍ଫୋରଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଛତିଶଗଡ଼ର ସକ୍ତି ଜିଲ୍ଲାରେ ଥିବା ବେଦାନ୍ତ ଲିମିଟେଡର ଏକ ପାୱାର ପ୍ଲାଣ୍ଟରେ ଆଜି ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଏକ ବଡ଼ … Read More

ପୁଣି ଆରମ୍ଭ ହେବ ଆମେରିକା-ଇରାନ ଶାନ୍ତି ଆଲୋଚନା, ଇସଲାମାବାଦରେ ହେବ ବୈଠକ

ନୂଆଦିଲ୍ଲୀ : ପୁଣି ଆରମ୍ଭ ହେବ ଆମେରିକା-ଇରାନ ଆଲୋଚନା ।  ଶାନ୍ତି ପ୍ରତିଷ୍ଠା ପାଇଁ ଇସଲାମାବାଦରେ ହେବ ବୈଠକ ।  ବିଭିନ୍ନ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକା ଓ ଇରାନର ପ୍ରତିନିଧି ଦଳ ଚଳିତ ସପ୍ତାହ ଶେଷ ସୁଦ୍ଧା ଇସଲାମାବାଦରେ … Read More

ଓଭରଟାଇମ୍ କଲେ ମିଳିବ ଡବଲ୍‌ ଦରମା; ଶ୍ରମିକଙ୍କ ହିତ ପାଇଁ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ନୋଏଡା ଏବଂ ଆଖପାଖ ଶିଳ୍ପ ଅଞ୍ଚଳର ଶ୍ରମିକମାନେ ଏବେ ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ। ସରକାରଙ୍କ … Read More

ଫୁଲମାଳାକୁ ବୋମା ଭାବି ଭୟରେ ଦୌଡିଲେ ଥାଲାପତି ବିଜୟ

ନୂଆଦିଲ୍ଲୀ: ଫୁଲ ମାଳକୁ ବୋମା ଭାବି ଭୟରେ ଦୌଡିଲେ ବିଜୟ। ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଜାରି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ସବୁ ଦଳ କ୍ୟାମ୍ପେନିଂରେ ଲାଗି ପଡିଛନ୍ତି।  ଡିଏମକେ ଏବଂ ଏଆଇଏଡିଏମକେ ସହଯୋଗୀ … Read More

ଜୁଲାଇ ୩ ରୁ ଅଗଷ୍ଟ ୨୮ ତାରିଖ ଯାଏ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି । ଆଗାମୀ … Read More

ସିମେଣ୍ଟ ମିକ୍ସର ସହ ଟାକ୍ସି ଧକ୍କା: ୧୦ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ସେତୁ ଉପରେ ସିମେଣ୍ଟ ମିକ୍ସର ସହିତ ଏକ ଗାଡ଼ି ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଥାନେ ଜିଲ୍ଲା ମୁରୱାଡରେ କଲ୍ୟାଣ-ମୁରବାଡ ମାର୍ଗରେ ଦୁର୍ଘଟଣା ପରେ … Read More

ଭାରତର ଭବିଷ୍ୟତ ବଦଳାଇବ ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହା ଭାରତର ଭବିଷ୍ୟତ ବଦଳାଇବ । ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ‘ନାରୀ ଶକ୍ତି ବନ୍ଦନ ସମ୍ମିଳନୀ’କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  … Read More