ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ … Read More

ଦୁଇ ଡଙ୍ଗାରେ ଗୋଡ଼ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ପାକ୍ ବିଶେଷଜ୍ଞଙ୍କ ଚେତାବନୀ

ଇସ୍‌ଲାମାବାଦ: ଇରାନ ଏବଂ ରୁଷିଆ ସହିତ ଭାରତ ନିଜର ସମ୍ପର୍କ ବଜାୟ ରଖିଥିବାବେଳେ ଏହି ଦେଶଗୁଡିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହ ସମ୍ପର୍କ ବଜାୟ ରଖିଛନ୍ତି। କିନ୍ତୁ ଭବିଷ୍ୟତରେ ଏହି ସନ୍ତୁଳନ କଷ୍ଟସାଧ୍ୟ ହେବ। ପାକିସ୍ତାନର ବୈଦେଶିକ ବ୍ୟାପାର ବିଶେଷଜ୍ଞ ଶାଜିଆ … Read More

ନିଟ୍ ୟୁଜି ପରୀକ୍ଷା ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ, ବିକଳ୍ପ ପ୍ରଶ୍ନ ହଟିଲା, ହ୍ରାସ ପାଇଲା ସମୟ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ଏକ୍‌ଜାମ୍ ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ କରିଛି । ଏନ୍‌ଟିଏ ଘୋଷଣା ଅନୁସାରେ ଏବେ ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ଏବଂ ସମୟ କୋଭିଡ୍ ପୂର୍ବପରି ହୋଇଯିବ … Read More

ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ, ନୀତି ଆୟୋଗ ରିପୋର୍ଟରେ ଖୁଲାସା

ଭୁବନେଶ୍ୱର ୨୫/୦୧: ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଏକଥା ସ୍ପଷ୍ଟ କରିଛି । ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ  ନୀତି … Read More

ଅମିତ ଶାହା ଜାରି କଲେ ବିଜେପିର ସଂକଳ୍ପ ପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ରର ତୃତୀୟ ଭାଗ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଆମେ ଯାହା ପ୍ରତିଜ୍ଞା କରୁ, ଆମେ ତାହା ପୂରଣ କରୁ, … Read More

ପ୍ରତ୍ୟର୍ପଣ ତାଲିକାରେ ବହୁ ନାମ ରହିଛି: ତହବୁର ରାଣାଙ୍କୁ ନେଇ ସଞ୍ଜୟଙ୍କ ମନ୍ତବ୍ୟ

ମୁମ୍ବାଇ: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତ ତହବୁର ରାଣାଙ୍କୁ ଶୀଘ୍ର ଭାରତକୁ ଅଣାଯାଇପାରେ। ଏହି ଘଟଣାରେ ୧୬୪ଜଣଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣରେ ନିଜ ଭୂମିକା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ମୂଳ ବ୍ୟବସାୟୀ ତହବୁର ହୁସେନ୍ ରାଣା … Read More

ୟୁନୁସ୍ କ୍ଷମତା ଛାଡିଲେ ବାଂଲାଦେଶର ସ୍ଥିତି ସୁଧୁରିବ: ହସିନା ସରକାରଙ୍କ ପୂର୍ବତନ ମନ୍ତ୍ରୀ

ଢାକା: ବାଂଲାଦେଶର ପୂର୍ବତନ ଗୃହମନ୍ତ୍ରୀ ଆଜାଦୁଜମାନ ଖାନ କମଲ ଦେଶରେ ଶେଖ ହସିନା ସରକାରଙ୍କ ପତନ ଏବଂ ମହମ୍ମଦ ୟୁନୁସ୍ କ୍ଷମତାକୁ ଆସିବା ପରେ ପରିବର୍ତ୍ତିତ ପରିସ୍ଥିତି ବିଷୟରେ କହିଛନ୍ତି। ବରିଷ୍ଠ ଆୱାମୀ ଲିଗ୍ ନେତା ଆଜାଦୁଜମାନ କମଲ କହିଛନ୍ତି ଯେ, … Read More

ଚୀନ-ଆମେରିକା ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି

ଓ୍ବାସିଂଟନ : ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ଆମେରିକାର ନୂତନ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । କିନ୍ତୁ ଏହି ସମୟରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଏପରିକି ଚୀନ … Read More

ଆମେରିକା ଛାଡ଼ିବେ ୧୮ ହଜାର ଭାରତୀୟ

ବେଆଇନ ପ୍ରବାସୀ ମାମଲାରେ ପ୍ରବାସୀଙ୍କ ମାମଲାରେ ଭାରତର ଆଭିମୁଖ୍ୟ ସ୍ଥିର ଏବଂ ନୀତିଗତ ରହିଛି। ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଫେରାଇ ନେବାକୁ ଦେଶ ପ୍ରସ୍ତୁତ ଅଛି। ତେବେ ସେମାନେ ଭାରତୀୟ ନାଗରିକ ହୋଇଥିବା ସ୍ପଷ୍ଟ ହେବା ଦରକାର। ଆମେରିକା … Read More

୧୧ ଶହ ଟଙ୍କା ପାଇଁ ନିଜ ଭୋଟକୁ ବିକ୍ରି କରନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତେବେ ନିଜର ଭୋଟ ବିକ୍ରି କରିବା ବଦଳରେ ବିକାଶ ପାଇଁ … Read More