ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ, ଉଠାଇଲେ ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ

କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର … Read More

ଓଲଟିଲା ନାଇଟ୍ରୋଜେନ ଭର୍ତ୍ତି ଟ୍ୟାଙ୍କର, ଗ୍ୟାସ୍ ଲିକ୍ ନେଇ ଲୋକେ ଭୟଭୀତ

ନୂଆଦିଲ୍ଲୀ : ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ପଛରୁ ଆସୁଥିବା ଟ୍ରକକୁ ଧକ୍କା ଦେବାରୁ ଗ୍ୟାସ୍ ଲିକ୍ ହେଉଛି । ଏଥିପାଇଁ ରାସ୍ତାରେ ଯାଉଥିବା ଯାତ୍ରୀ ଭୟଭୀତ ହୋଇଛନ୍ତି । ୟୁପି-ଉତ୍ତରାଖଣ୍ଡ … Read More

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ତାଙ୍କ ପରିବାରକୁ ହତ୍ୟା ଧମକ, ଜଣେ ଗିରଫ

ମୁମ୍ବାଇ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ନାଗପୁର ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି । ପୋଲିସ କହିବା ମୁତାବକ, ଅଖିଳ … Read More

ଡମ୍ପର-ବୋଲେରୋ ଧକ୍କା, ୩ ମୃତ, ୫ ଗୁରୁତର

ରାଜସ୍ଥାନ : ରାଜସ୍ଥାନ ଚୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ପର ଏବଂ ବୋଲେରୋ ଧକ୍କା ହେବା ପରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିଳମ୍ବିତ ରାତିରେ … Read More

ଇରାନ ବିରୋଧରେ ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ବିରୋଧରେ ଟ୍ରମ୍ପଙ୍କ ଭୟଙ୍କର ନିର୍ଦ୍ଦେଶ । ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି । ଇରାନୀ ତେଲ ଟ୍ୟାଙ୍କର ଉପରେ ଆମେରିକାର ଚଢ଼ାଉ । ଇରାନରୁ ତେଲ ଚୋରା ଚାଲାଣ ରୋକିବାକୁ ଭାରତ ମହାସାଗରରେ ଆମେରିକା … Read More

ପଶ୍ଚିମବଙ୍ଗରେ ବିଜେପି ପୋଲିଂ ଏଜେଣ୍ଟଙ୍କୁ ଟିଏମସିର ଆକ୍ରମଣ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଆଜି ଅନେକ ହିଂସା ଦେଖିବାକୁ ମିଳିଛି। ଜଣେ ବିଜେପି ପ୍ରାଥୀଙ୍କ ପୋଲିଂ ଏଜେଣ୍ଟଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚଞ୍ଚଳ ବିଧାନସଭା ବିଜେପି ପ୍ରାର୍ଥୀ ରତନ ଦାସଙ୍କ ପୋଲିଂ ଏଜେଣ୍ଟ … Read More

ଭାରତ ସମେତ ସମଗ୍ର ବିଶ୍ବରେ ବନ୍ଦ ହେବ ଇଣ୍ଟରନେଟ୍ ?

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁଦ୍ଧ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଇରାନୀ ଗଣମାଧ୍ୟମ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ସୂଚିତ … Read More

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ; ମତଦାନ ବେଳେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ କୁମାରଗଞ୍ଜ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କୁ ତୃଣମୂଳ କଂଗ୍ରେସ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଯାହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଅଭିଯୋଗ ଅନୁସାରେ ମତଦାନ କେନ୍ଦ୍ର ନିକଟରେ … Read More

ଦିଲ୍ଲୀରୁ ସିମଲା ସିଫ୍ଟ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶ : ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ … Read More

ପଶ୍ଚିମବଙ୍ଗରେ ୯୧.୪୬ , ତାମିଲନାଡୁରେ ୮୪.୪୧ % ଭୋଟ

ନୂଆଦିଲ୍ଲୀ:ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା।ଏବଂ ତାମିଲନାଡୁରେ ସମସ୍ତ ୨୩୪ଟି ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ଆନୁଷ୍ଠାନିକ ଭାବରେ ମତଦାନ ଶେଷ ହୋଇଥିଲା। ସମସ୍ତ ମତଦାନ … Read More