ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ

ପିପିଲି: ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ … Read More

ୟୁଜିସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ

ଭୁବନେଶ୍ବର: ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ … Read More

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

ପୁରୀ : ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ। ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ … Read More

ନିଶା ବିକିଲେ ରାଜଧାନୀରୁ ତଡ଼ିପାର ହେବେ ବେପାରୀ

ଭୁବନେଶ୍ବର: ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ। ରାଜଧାନୀରେ ରହିପାରିବେନି ନିଶା ବେପାରୀ। ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର। ପ୍ରଥମ ଥର ନିଶା ବେପାରିକୁ କରାଗଲା ତଡିପାର। ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା … Read More

ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ କଟୁଛି ବିଜୁଳି: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାର … Read More

୩୦ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲାଙ୍କ ସମୂହ ଛୁଟି

ଅମଲା ସଂଘର ସମୂହ ଛୁଟି । ଲେବୁଲ ୯ ଦାବିରେ ଆଜିଠାରୁ ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ୩୦ଟି ଯାକ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲା ଏହି ସମୂହ … Read More

୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ

ଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା। ସୂଚନା ଅନୁଯାୟୀ, ବିଭାଜନ ପଟ୍ଟା (ଆରଓଆର) ପ୍ରଦାନ ପାଇଁ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ … Read More

ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ରେଡ୍‌

ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ। … Read More

ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ IT ରେଡ୍‌

ଚାନ୍ଦବାଲି: ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ । ଆଜି ସକାଳୁ ତାଙ୍କ ବାସଗୃହ ସମେତ, ଧାମରା ବରଫ କଳ , ଅଫିସ ,ଭଦ୍ରକରେ ଥିବା ବାସଗୃହ ଆଦି ୪ଟି … Read More

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର : ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ଯାଜପୁର୍‌ ରୋଡ ଟମକା ଥାନା ଅନ୍ତର୍ଗତ ରଥପଦା ଛକ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ମୃତକଙ୍କ ପରିଚୟ … Read More