ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି। ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର … Read More

ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ସଂପ୍ରତି ଅସହ୍ୟ ଗ୍ରାଷ୍ମପ୍ରବାହ ଓ ତାତିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ନିକଟ ଭବିଷ୍ୟତରେ ଏଥିରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ। ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ତେବେ, … Read More

ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍‌ ହେଉଛି

ଭୁବନେଶ୍ବର : କାଷ୍ଟିଂ କାଉଚ୍‌କୁ ଓଲିଉଡରେ ସୃଷ୍ଟି ହୋଇଛି ଝଡ଼। ଅଭିନେତ୍ରୀ ପ୍ରକୃତି ମିଶ୍ର, ଯସ୍ମିନ ରଥ ଓ ପୁପୁଲ୍ ଭୁୟାଙ୍କ ପରେ ମୁହଁ ଖୋଲିଛନ୍ତି ରାଣୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍‌ … Read More

ଲାଇନ୍ କାଟିବାକୁ ଧମକ ଦିଆଯାଉଛି, ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି: ପିସିସି ସଭାପତି

ଭୁବନେଶ୍ବର: ପ୍ରବଳ ଖରା ଯୋଗୁଁ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ‌ହେଉଛି। ସହରାଞ୍ଚଳରେ ସ୍ଥିତି ଏକ ପ୍ରକାର ଠିକ୍‌ ଥିବା ବେଳେ ଗ୍ରାମାଞ୍ଚଳରେ ଏହାର ଓଲଟା। ବିଜୁଳି ସମସ୍ୟା ନେଇ କଂଗ୍ରେସ ରାଜରାସ୍ତାକୁ … Read More

ଖେଳିବା ସମୟରେ ପୋଖରୀ‌କୁ ଚାଲିଗଲା, ପାଣିରେ ବୁଡ଼ିଲା ଦେଢ଼ବର୍ଷର ଶିଶୁପୁତ୍ର

ଜଳେଶ୍ୱର: ଜଣେ ଶିଶୁପୁତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବ‌ାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ସୁଗୋ ପଞ୍ଚାୟତ ଧାନସିମୁଳିଆ ଗ୍ରାମରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଗ୍ରାମର ସତ୍ୟରଞ୍ଜନ ଦାସଙ୍କ ଦେଢ଼ବର୍ଷର ପୁଅ … Read More

ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ପାଣିରେ ପଡ଼ି ବୁଡ଼ି ଗଲେ ଟେକ୍ନିସିଆନ

ପାରାଦୀପ : ପାରାଦୀପ ବନ୍ଦରରେ ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ଘଟିଛି ଅଘଟଣ। ପାଣିରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ୱାଇ.ଏସ୍ ଅଶୋକ (୩୦)। ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ମଙ୍ଗଳବାର (ଗତକାଲି) ସନ୍ଧ୍ୟାରେ ଏହି ଘଟଣା ଘଟିଛି। … Read More

ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ। ଗୁଜରାଟକୁ ହେବାକୁ ଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତନ ରହିଛି। ଏନେଇ ସୂଚନା … Read More

ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ଅଭିଯୋଗ ମାମଲା। ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ୧୫ ଦିନିଆ ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ। ମା’ ଦେହ ଅସୁସ୍ଥ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ … Read More

୩୦ବର୍ଷରେ ୩୭ହଜାର କୋଟି ଖର୍ଚ୍ଚ : ତଥାପି ସୁଧୁରୁନି ବିଦ୍ୟୁତ ଭିତ୍ତିଭୂମି

ଭୁବନେଶ୍ବର : କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସୁଧୁରି ପାରୁନି ବିଦ୍ୟୁତ ଭିତ୍ତିଭୂମି। ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନି ନିରନ୍ତର ବିଜୁଳି ସେବା। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ … Read More

ସ୍କ୍ବାସ୍‌ ବିଶ୍ବକପ୍‌ରେ ହଂକଂକୁ ହରାଇଲା ଭାରତ

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଅରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ … Read More