ସାମ୍ବାଦିକଙ୍କ ପେନସନ ସହ କାର୍ଯ୍ୟକାରୀ ହେଉ ସାମ୍ବାଦିକ ସୁରକ୍ଷା ଆଇନ
ଭୁବନେଶ୍ବର: ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ। ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ। … Read More