୨୯ରେ ଓଡ଼ିଶା ଆସିବେ ଖଡ୍ଗେ, ୩୦ରେ ରାହୁଲ ଗାନ୍ଧି
ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ ଓ ସାଂସଦ ରାହୁଲ୍ ଗାନ୍ଧି। ଖଡ୍ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ … Read More