ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ କ୍ୟାମ୍ପେନ

ବାଙ୍ଗିରିପୋଷି : ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ କ୍ୟାମ୍ପେନ । ନିର୍ବାଚନୀ ସଭାରୁ ବିରୋଧୀଙ୍କୁ ଟାର୍ଗେଟ । କହିଛନ୍ତି, ବିରୋଧୀ ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି । ମୁଁ … Read More

ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ତିଥିରେ ଶେଷ ହେଲା ଚକ ଅଖ ଡେରା ନୀତି

ପୁରୀ: ଆଜି ରଥ ଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା । ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ … Read More

ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ: ମୋଦୀ

ବାରିପଦା: ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ। ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିଲାଗି ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଆଜି ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ … Read More

ସମ୍ବିଧାନ ଓ ଲୋକତନ୍ତ୍ର ପାଇଁ ବିପଦ ବିଜେପି: ଖଡଗେ

ବାଲେଶ୍ୱର: ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ଯେ, ଦେଶରେ ବହୁ ମାତ୍ରାରେ … Read More

ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାହାରୁ ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆଟାକ କରୁଛନ୍ତି । କଟୁ କଥା କହୁଛନ୍ତି । ଆପଣ ଭଲଭାବେ ଜାଣନ୍ତି ମୁଁ କାହାକୁ କେବେ ଅସମ୍ମାନ କରେନାହିଁ । କଟୁ କଥା କୁହେ ନାହିଁ । ଆପଣମାନେ ବିଶେଷକରି ମାଆମାନେ, … Read More

ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ପଛରେ କିଛି ଷଡ଼ଯନ୍ତ୍ର ହେଉନି ତ? ପ୍ରଧାନମନ୍ତ୍ରୀ ମୋଦୀ

ବାରିପଦା: ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କେମିତି ହେଲା? ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି। ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଥାଇପାରେ … Read More

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ … Read More

ବିଜେପିର ସଙ୍ଗୀନ ଅଭିଯୋଗ, ନବୀନଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓକୁ ଦୁର୍ଭାଗ୍ୟଜନକ କହିଲେ ସମୀର ମହାନ୍ତି । ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ।ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ । ସେ ଗୁମାସ୍ତାକୁ ସତର୍କ କରାଇ … Read More

ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି: ଭର୍ତ୍ତୃହରି

ଭୁବନେଶ୍ବର: ପାଣ୍ଡିଆନଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ଭର୍ତ୍ତୃହରି ମହତାବ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । କହିଲେ ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । … Read More

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି ତାଙ୍କର ସେଥିରେ ଏମାନଙ୍କ ବହୁତ ଭୂମିକା ରହିଛି । ଏହା କହିଛନ୍ତି ବିଜେଡିର ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ରାଜନୀତି ଉଦ୍ଦେଶ୍ୟ … Read More