ଅଯୋଧ୍ୟାରେ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ୍‌

ଅଯୋଧ୍ୟାରେ ହେବାକୁ ଥିବା ବିଜେପି ସାଂସଦ ତଥା କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ ହୋଇଛି। ଏହି ଜନଚେତନା ମହାରାଲି ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ହେବାର ଥିଲା। ବ୍ରିଜଭୂଷଣ ଶରଣ ସିଂ ଏଥିରେ ୧୧ … Read More

ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର … Read More

ମନୀଷ ସିସୋଦିଆଙ୍କ ପାଇଁ ଅନ୍ତରୀଣ ଆଶ୍ୱସ୍ତି: ଅସୁସ୍ଥ ପତ୍ନୀଙ୍କୁ ଘରେ ଭେଟିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅନ୍ତରୀଣ ଆଶ୍ୱସ୍ତି ମିଳିଛି; କାରଣ ତାଙ୍କୁ ଜୁନ୍‌ ୩ ତାରିଖ ହେପାଜତରେ ଥିବା ବେଳେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଘରେ ଥିବା … Read More

ଚଳିତ ଆର୍ଥିକ ବର୍ଷରେ କର୍ଣ୍ଣାଟକରେ ସମସ୍ତ ୫ଟି ନିର୍ବାଚନ ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ: ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ୫ଟି ଗ୍ୟାରେଣ୍ଟି ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ। ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ … Read More

ମଞ୍ଚରେ ଖସି ପଡ଼ିଲେ ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ : ମଞ୍ଚରେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି । ଗୋଡ଼ ଖସି ଯିବାରୁ ପଡ଼ିଲେ ଜୋ ବାଇଡେନ୍‌ । ଆମେରିକା କଲରାଡୋରେ ବାୟୁସେନା ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଚାଲିବା ବେଳେ ଅଚାନକ ଷ୍ଟେଜ୍‌ ଉପରେ … Read More

ମଣିପୁରରେ କାମ ଦେଲା ଅମିତ ଶାହାଙ୍କ ଅପିଲ, ୧୪୦ଟି ବନ୍ଧୁକ ଫେରାଇଦେଲେ ଲୋକ

ଇମ୍ଫାଲ: ଗତ ମାସରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ହ୍ରାସ ପାଉଥିବା ଜଣାପଡିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅପିଲ ପରେ ଲୋକମାନେ ମଣିପୁରର ବିଭିନ୍ନ ଥାନାରେ ୧୪୦ଟି ବନ୍ଧୁକ ଫେରାଇଦେଇଛନ୍ତି | ମଣିପୁର ଗସ୍ତ ସମୟରେ ଅସ୍ତ୍ରଶସ୍ତ୍ର … Read More

ଜୁଲାଇରେ ‘ଚନ୍ଦ୍ରଯାନ-୩’ ଓ ଅଗଷ୍ଟରେ ‘ଆଦିତ୍ୟ-ଏଲ୍‌୧’ ପଠାଯାଇପାରେ: ଏସ୍‌. ସୋମନାଥ

ନୂଆଦିଲ୍ଲୀ: ଜୁଲାଇ ମାସରେ ‘ଚନ୍ଦ୍ରଯାନ-୩’ ଓ ଅଗଷ୍ଟ ମାସରେ ‘ଆଦିତ୍ୟ-ଏଲ୍‌୧’ ପଠାଯାଇପାରେ ବୋଲି ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇ‌ସ୍ରୋ) ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ଆଜି ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ସାଉଥ୍ ୨୦୨୩’ରେ ମହାକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା … Read More

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ବୋମା ବିସ୍ଫୋରଣ, ୬ ମୃତ

ପାକିସ୍ତାନର ପଞ୍ଜାବ ସ୍ଥିତ କୋଟ୍‌ ଅଡ୍ଡୁ ଜିଲ୍ଲାର ଦୟାଦିନ ଅଞ୍ଚଳରେ ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ମୁଜଫରଗଢ ଜିଲ୍ଲା ପୋଲିସ ଅଧିକାରୀ … Read More

ମହାପଞ୍ଚାୟତରେ ଚାଷୀଙ୍କ ବଡ଼ ଘୋଷଣା: ରେସଲରମାନଙ୍କୁ ନ୍ୟାୟ ମିଳିବା ଯାଏ ଲଢ଼େଇ

ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ମିଳିଛି ବିଭିନ୍ନ ଚାଷୀ ସଂଗଠନ ଓ ଖାପର ସମର୍ଥନ। ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। … Read More

କଂଗ୍ରେସ କହିଲା ସ୍ମୃତି ଇରାନୀ ନିଖୋଜ, ମନ୍ତ୍ରୀ ଜବାବ ଦେଲେ- ‘ମୁଁ ଆମେଠିରେ ଅଛି, ରାହୁଲ ଗାନ୍ଧିଙ୍କୁ ଆମେରିକାରେ ଖୋଜ’

କଂଗ୍ରେସ ଓ ବିଜେପି ମଧ୍ୟରେ ଲାଗିଛି ସାଂଘାତିକ ଟ୍ୱିଟର ୱାର । କଂଗ୍ରେସ ପକ୍ଷରୁ ଗତକାଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ପୋଷ୍ଟର ଟ୍ୱିଟ କରାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ … Read More