ରୋହିତ-ବିରାଟଙ୍କୁ ଶୁଭେଚ୍ଛା, ସୂର୍ଯ୍ୟଙ୍କ କ୍ୟାଚ୍କୁ ପ୍ରଶଂସା: ଟିମ୍ ଇଣ୍ଡିଆ ସହ କଥା ହେଲେ ମୋଦି
ଟି-୨୦ ବିଶ୍ୱକପ୍ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ବିଶ୍ୱକପ୍ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ ଟିମ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହୋଇ ସମଗ୍ର ଦଳକୁ ବିଜୟ … Read More