ଶାଢ଼ୀ ଭିତରେ ଜିନିଷ ପୁରାଇ ଖସି ପଳାଉଥିଲା ମହିଳା ଲୁଟେରା ଗ୍ୟାଙ୍ଗ, ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: ପୋଲିସ କବ୍‌ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ୱେଷ୍ଟ ବେଙ୍ଗଲର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ଲୁଟ୍‌ କରୁଥିଲେ ଲେଡି ଲୁଟେରା । ଆଖି ଆଗରେ ଯାହା ପଡୁଥିଲା, ଆଖି ପିଛୁଳାକେ … Read More

ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି ଆମେରିକା!

ଆଇଫୋନ ହ୍ୟାକ କରୁଛି ଆମେରିକା। ଆପଲ ସହ ମିଶି ରୁଷର ହଜାର ହଜାର ଆଇଫୋନକୁ ହ୍ୟାକ କରୁଛି । ରାଷ୍ଟ୍ରଦୂତ ଓ ବରିଷ୍ଠ ଅଧିକାରୀଙ୍କ ହେଉଛି ତଥ୍ୟ ଚୋରି । ଏପରି ଅଭିଯୋଗ ଆଣିଛି ରୁଷ ଫେଡେରାଲ ତଦନ୍ତ ଏଜେନ୍ସୀ। ତେବେ … Read More

କାଙ୍ଗାଳିଆ ସ୍ଥିତିରେ ପହଞ୍ଚିଛି ପାକିସ୍ତାନ

ଦରଦାମ ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ପାକିସ୍ତାନ । ଶ୍ରୀଲଙ୍କାକୁ ପଛରେ ପକାଇଲା । ଦେଶର ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପିତି ୨୫.୨ ପ୍ରତିଶତ ଅଛି । ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତିକରୁଛି ପାକ୍‌ … Read More

ଭାରତୀୟ ଆଇ ଡ୍ରପ୍‌ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ, ଶ୍ରୀଲଙ୍କାର ଅଭିଯୋଗ ପରେ ଭାରତରେ ଯାଞ୍ଚ ଆରମ୍ଭ

ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ଦେଖାଦେଇଛି, ଯାହା ପରେ ଭାରତରେ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସୂତ୍ରରୁ ଜଣାପଡ଼ିଛି ଯେ ଗୁଜରାଟର ଏକ ଫାର୍ମା … Read More

ଅଯୋଧ୍ୟାରେ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ୍‌

ଅଯୋଧ୍ୟାରେ ହେବାକୁ ଥିବା ବିଜେପି ସାଂସଦ ତଥା କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଜନଚେତନା ମହାରାଲି ବାତିଲ ହୋଇଛି। ଏହି ଜନଚେତନା ମହାରାଲି ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ହେବାର ଥିଲା। ବ୍ରିଜଭୂଷଣ ଶରଣ ସିଂ ଏଥିରେ ୧୧ … Read More

ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର … Read More

ମାଲକାନଗିରି ୪ ଓ ଗଞ୍ଜାମରେ ୨ ଜଣଙ୍କ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ମାଲକାନଗିରିରେ ୪ ଓ  ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। … Read More

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି … Read More

ଯୁକ୍ତ ୩ରେ ବଢ଼ିଲା ୧୨ ହଜାର ସିଟ୍‌

ଭୁବନେଶ୍ବର : ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ। ଆସନ୍ତା ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ବିଭାଗ ଫଳ ପ୍ରକାଶ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ବେଳେ ଯୁକ୍ତ … Read More

ଆଜିଠୁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି, ମାସେ ଧରି ଶ୍ରୀଜିଉଙ୍କର କରିବେ ନୀତିକାନ୍ତି

ପୁରୀ : ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୮ ଦିନ । ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବା ହେତୁ ସକାଳୁ ସକାଳୁ ଦଇତାପତି ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଘୋଷଯାତ୍ରାର … Read More