ପୋଲିସର ଚେକିଂ ବେଳେ ୧୩ ଲକ୍ଷ ଟଙ୍କା ଜବତ୍

Spread the love

ଯୋଡ଼ା :  ବଡ଼ବିଲ ପୋଲିସର ଚେକିଂ ବେଳେ ସାଧୁ ସିଂ ହଟିଂ ଛକ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ୍ । ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ୍ । ଦୁଇଟି ପୃଥକ୍ ଟ୍ରାନ୍ସପୋର୍ଟ ସଂସ୍ଥାର ଟଙ୍କା ବୋଲି ପୋଲିସର ସୂଚନା ।

Leave a Reply

Your email address will not be published. Required fields are marked *