State ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଟ୍ରାକ୍ଟର ମିକ୍ସଚର ମେସିନ kartabya February 2, 2024 Spread the love ମାଲକାନଗିରି : ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲ ନିର୍ମାଣ ପାଇଁ ନିୟୋଜିତ ଟ୍ରାକ୍ଟର ମିକ୍ସଚର ମେସିନ ଜାଳିଦେଲେ ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲାର ଅଭୁଝାମାଡ ଜଙ୍ଗଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଏଭଳି ପୋଡାଜଳା କରିଥିବା ଜଣାପଡିଛି । Post navigation
ମାଲକାନଗିରି : ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲ ନିର୍ମାଣ ପାଇଁ ନିୟୋଜିତ ଟ୍ରାକ୍ଟର ମିକ୍ସଚର ମେସିନ ଜାଳିଦେଲେ ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲାର ଅଭୁଝାମାଡ ଜଙ୍ଗଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଏଭଳି ପୋଡାଜଳା କରିଥିବା ଜଣାପଡିଛି । Post navigation