ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍
ଭୁବନେଶ୍ବର ଖଣ୍ଡଗିରିରେ ଥିବା ୩ ମହଲା ଘର , ସାଲେପୁରରେ ଥିବା ସରକାରୀ ବାସଭବନ , କେନ୍ଦ୍ରପଡାରେ ଥିବା ସମ୍ପର୍କୀୟଙ୍କ ଘର ଓ ଭଡା ଘରେ ଚଢାଉ ଜାରି ରହିଛି । ଭିଜିଲାନ୍ସର ୮ଜଣ ଡିଏସପି , ୮ଜଣ ଇନ୍ସପେକ୍ଟର, ୭ ଏଏସଆଇ ଚଢାଉରେ ସାମିଲ ରହିଛନ୍ତି ।