କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ
ମୃତକ ଦୁଇ ଜଣ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ନରସିଂହ ରାଡ ବୋଲି ଜଣାପଡିଛି । ବ୍ରେକ ଫେଲ ହେବାରୁ କାଜୁ ବୋଝେଇ ଟ୍ରକଟି ପ୍ରଥମେ ଏକ ବାଇକକୁ ଏବଂ ପରେ ଏକ କାରକୁ ଧକ୍କା ଦେଇଥିଲା । ଏହାପରେ ଟ୍ରକଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।