ଆମେରିକା ଆଲାସ୍କାରେ ୭.୪ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ ଜାରି

Spread the love

ଆମେରିକା ଆଲାସ୍କାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୪ ରହିଛି ବୋଲି ସୂଚନା ମିଳିଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ତେବେ ଏଯାଏ ଭୂକମ୍ପକୁ ନେଇ ହୋଇଥିବା କ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।

ପେନିନସୁଲା ଅଞ୍ଚଳରେ ଭୂମିକମ୍ପ ଅନୁଭୂତ । ଭୂମିକମ୍ପର କେନ୍ଦ୍ରସ୍ଥଳ୯.୩ କିମି ତଳେ ରହିଛି ।

Leave a Reply

Your email address will not be published. Required fields are marked *