National & International ଆଟଲାଣ୍ଟିକ୍ ସାଗରରେ ବୁଡ଼ିଲା ବୁଡ଼ା ଜାହାଜ kartabya June 19, 2023 Spread the loveଆଟଲାଣ୍ଟିକ୍ ସାଗରରେ ବୁଡ଼ିଲା ବୁଡ଼ା ଜାହାଜ । ବୁଡି ଯାଇଥିବା ଟାଇଟାନିକ୍ ଜାହାଜକୁ ଦେଖିବାକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିଲା ବୁଡ଼ା ଜାହାଜ । ଏହାପରେ ବୁଡା ଜାହାଜ ନିଖୋଜ ଅଛି । ବର୍ତ୍ତମାନ ରେସକ୍ୟୁ ଅପରେସନ୍ ଚାଲିଛି । ତେବେ ବୁଡା ଜାହାଜରେ କେତେ ଲୋକ ଥିଲେ ଜଣା ପଡିନି ।