୨୦୨୩-୨୪ ବର୍ଷରେ ବିଜେପି ପାଇଛି ୨,୨୪୪ କୋଟି ଚାନ୍ଦା

ନୂଆଦିଲ୍ଲୀ : ଏଥର ବି ବିଜେପିର ପକେଟ୍‌ ଗରମ। ଚାନ୍ଦା ଆକାରରେ ପାଇଛି ପୁଳାପୁଳା ଟଙ୍କା। ବିରୋଧୀଙ୍କୁ ବହୁତ ପଛରେ ପକାଇଛି ଶାସକ ଦଳ। ପୂର୍ବ ବର୍ଷ ଅପେକ୍ଷା ବିଜେପିର ଖାତାକୁ ଏଥର ଆସିଛି ତିନି ଗୁଣ ଅଧିକ ପାଣ୍ଠି। ନିର୍ବାଚନ … Read More

ବାଂଲାଦେଶକୁ ୭୦୦ ଟନ ଚାଉଳ ପଠାଇଲା ଭାରତ

ଢାକା ୨୬।୧୨: ବାଂଲାଦେଶରେ ଶେଖ ହସିନା ସରକାର ଯିବା ପରେ ମୌଳବାଦୀ ଲଗାତାର ଭାରତ ବିରୋଧରେ ଜହର ଉଦଗାରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ପୂର୍ବରୁ ନଷ୍ଟ ହୋଇସାରିଛି ହେଲେବି ପଡୋଶୀ ଦେଶର ଜିହାଦୀ ମାନସିକତାର ଲୋକଙ୍କ ଉଦ୍ଦେଶ୍ୟ ଭାରତଠୁ ପ୍ରତିଶୋଧ ନେବେ। ତେବେ … Read More

ତାଲିବାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

କାବୁଲ: ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍‌ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ … Read More

ନିର୍ବାଚନ ପୂର୍ବରୁ ଫାଟ, ‘ଇଣ୍ଡି ବ୍ଲକ୍‌’ରୁ କଂଗ୍ରେସକୁ ଆଉଟ୍‌ କରିବାକୁ ଚାହୁଁଛି ଆପ୍‌

ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା। ୨୦୨୪ ଲୋକସଭା ନିର୍ବାଚନ ପାଇଁ … Read More

ସେଲେବ୍ରିଟିମାନେ ଫ୍ୟାନ୍‌ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ : କମୁନି ପୁଷ୍ପ ରାଜ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ … Read More