ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି – ଜୟନାରାୟଣ

ଭୁବନେଶ୍ବର : ‘ମୁଁ ମୋ ଶତ୍ରୁକୁ ମାରି ଦେବାକୁ କେବେ ଚାହେଁନି। ଶତ୍ରୁ ଦୀର୍ଘାୟୁ ହୁଅନ୍ତୁ। ଶତ୍ରୁ ନଥିଲେ ଜୀବନଟା ଭଲ ଲାଗେନି। ମିତ୍ରର ଯେତିକି ଆବଶ୍ୟକତା ଅଛି, ଶତ୍ରୁର ବି ସେତିକି ଆବଶ୍ୟକତା ଅଛି।’ ବିଜେଡି ଉଦ୍ଦେଶ୍ୟରେ ଆଜି ଏହି … Read More

ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା

ପୁରୀ : ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା। ମହାପ୍ରସାଦ, ଖଜାଠୁ ନେଇ ପିଠା, ସବୁର ଦାମ ପ୍ରାୟ ଦୁଇଗୁଣା ବଢ଼ିଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଉଭୟ ଭକ୍ତ ଓ ସେବାୟତ। ସବ୍‌ସିଡି ଦରରେ ଶ୍ରୀମନ୍ଦିରକୁ ଓମ୍‌ଫେଡ … Read More

ଭୁବନେଶ୍ୱର ହେବ ବ୍ୟାଡମିଣ୍ଟନ ହବ୍; ବିଶ୍ୱସ୍ତରୀୟ ଟ୍ରେନିଂ ଏକାଡେମୀ ‘ଦ ସଟଲ’ ଲୋକାର୍ପିତ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ୍ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍ ‘ଦ ସଟଲ୍’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ … Read More

ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର, ୭ ନକ୍ସଲ ସଫା

ରାୟପୁର : ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର। ପୁଲିସକୁ ମିଳିଲା ବଡ଼ ସଫଳତା। ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି। ଆଜି ସକାଳୁ ଜିଲ୍ଲାର ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ପୁଲିସ … Read More

‘ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୧୦୦ ଟଙ୍କା’

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଖେଳିଛି ମହିଳା ଭୋଟବ୍ୟାଙ୍କ୍ କାର୍ଡ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ ନେଇ ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁରୁବାର ସକାଳେ ଦିଲ୍ଲୀ କ୍ୟାବିନେଟ୍ ମହିଳା … Read More

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation-One Election) ପ୍ରସ୍ତୁତିରେ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର। ଆଜି(ଗୁରୁବାର) କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ଏହାପରେ ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ … Read More

ଚେସ୍ ଜଗତରେ ଇତିହାସ; ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେଲେ ଡି ଗୁକେଶ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍ … Read More

ଭାରତର ଏହି ସହରରେ ଖୋଲିବ ଟେସଲା’ର ପ୍ରଥମ ଶୋ’ ରୁମ !

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବୈଦ୍ୟୁତିକ କାର୍‌ କମ୍ପାନୀ ଟେସଲା ଭାରତରେ ପ୍ରବେଶ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କମ୍ପାନୀର ପ୍ଲାଣ୍ଟ ନୁହେଁ, ବରଂ ସିଧାସଳଖ ଡିଲରଶିପ ବା ଶୋ’ରୁମ … Read More

କାନପୁର ନିର୍ମିତ ପାରାଶୁଟ ବ୍ୟବହାର କରିବେ ବାୟୁସେନାର ଲଢୁଆ ପାଇଲଟ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଲଢ଼ୁଆ ପାଇଲଟମାନଙ୍କ ପାଇଁ ଏଣିକି ଆମେରିକା କିମ୍ବା ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ପାରାଶୁଟ ମଗାଇବାକୁ ପଡ଼ିବ ନାହିଁ। କାନପୁର ଅର୍ଡନାନ୍ସ ପାରାଶୁଟ ଫ୍ୟାକ୍ଟ୍ରି(ଓପିଏଫ) ତେଜସ ବିମାନର ପାଇଲଟମାନଙ୍କ ପାଇଁ ପାରାଶୁଟ ତିଆରି କରୁଛି। ବର୍ତ୍ତମାନ ଭାରତୀୟ … Read More

ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ଚୂଡ଼ାନ୍ତ କିମ୍ବା ସର୍ଭେ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ : ଦେଶରେ ଥିବା ପୂଜାସ୍ଥଳୀ ଆଇନ ସମ୍ପର୍କିତ ମାମଲା ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଶର ସମସ୍ତ ଅଦାଲତ ବର୍ତ୍ତମାନର ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ସର୍ଭେ ଆଦେଶ ସମେତ କୌଣସି ପ୍ରଭାବଶାଳୀ ଅନ୍ତରୀଣ କିମ୍ବା ଚୂଡ଼ାନ୍ତ ଆଦେଶ ଜାରି … Read More