କେଜ୍ରିୱାଲଙ୍କୁ ‘ନିର୍ବାଚନୀ ହିନ୍ଦୁ’ କହି ଫଟୋ ପୋଷ୍ଟ କଲା ବିଜେପି
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଯାହାକୁ ନେଇ ତେଜିଛି ରାଜନୀତି। କେଜ୍ରିୱାଲଙ୍କୁ ‘ଚୁନାବି ହିନ୍ଦୁ’ (ନିର୍ବାଚନୀ ହିନ୍ଦୁ) ବୋଲି … Read More