ଶାନ୍‌ଙ୍କ ଚାଞ୍ଚଲ୍ୟକର ବୟାନ: ରିଆଲିଟି ଶୋ’ରେ ଲାଇଭ୍‌ ଗୀତ ଗାଆନ୍ତିନି ପ୍ରତିଯୋଗୀ, ହୁଏ ଏଡିଟ୍‌

ମୁମ୍ବଇ: ଶାନ୍ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ‘ଦି ଭଏସ୍‌ ଇଣ୍ଡିଆ’ ଓ ‘ସାରେଗାମାପା ଲିଟିଲ୍‌ ଚାମ୍ପ୍ସ’ ସମେତ ଅନେକ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ବିଚାରକ ଦାୟିତ୍ଵ ତୁଲାଇଛନ୍ତି। ନିକଟରେ ଏକ ପୋଡକାଷ୍ଟରେ ସେ ରିଆଲିଟି ଶୋ’ … Read More

ବାଲିଯାତ୍ରାକୁ ନେଇ କିଛି ତଥ୍ୟ

ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା … Read More

ଫେମିନା ମିସ୍‌ ଇଣ୍ଡିଆ-୨୦୨୪: ବିଜେତା ମୁକୁଟ ପିନ୍ଧିଲେ ନିକିତା ପୋରଓ୍ବାଲ

ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ-୨୦୨୪କୁ ମିଳିଯାଇଛି ଏହାର ବିଜେତା। ମଧ୍ୟପ୍ରଦେଶର ନିକିତା ପୋରଓ୍ବାଲ ପିନ୍ଧିଛନ୍ତି ଫେମିନା ମିସ୍‌ ଇଣ୍ଡିଆ-୨୦୨୪ର ବିଜେତା ମୁକୁଟ। ବୁଧବାର ରାତିରେ ମୁମ୍ବାଇର ଓ୍ବର୍ଲିରେ ଆୟୋଜିତ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫାଇନାଲରେ ନିକିତାଙ୍କୁ ବିଜେତା ଘୋଷଣା କରାଯାଇଛି। ଏବେ ସେ … Read More

ପ୍ରଥମେ ଭୋଗ ପରିତ୍ୟାଗ ହେଉ !

ହରିହର ତ୍ରିପାଠୀ ପାଳିତ ହେଉଛି ଦଶମ ଅନ୍ତର୍ଜାତୀୟ ଯୋଗଦିବସ  ।  ୨୦୧୫ ମସିହାରେ ପାଳିତ ହୋଇଥିଲା ପ୍ରଥମ ଯୋଗ ଦିବସ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଯେତେବେଳେ ଜୁନ୍ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଗଲା … Read More

ଭେଟରାନ ଓଡ଼ିଆ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି

ଭୁବନେଶ୍ବର : ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଚକ୍ରଧର ଜେନା ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ସେ … Read More

ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ

ଜୟପୁର : ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ … Read More

ତେଲୁଗୁ ମୁଭି ‘ଗାରାଗା’ରେ ନାୟିକା ଭାବେ ନଜର ଆସିବେ ମାଲକାନଗିରିର ମୋନିକା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଉପାନ୍ତ ଇଲାକାର ଏହି ଯୁବତୀଜଣଙ୍କ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ … Read More

ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ … Read More

ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ  । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ … Read More

ଅକ୍ଟୋବରରେ ମୁକ୍ତିଲାଭ କରିବ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’

ସମ୍ବଲପୁର: ସାରା ରାଜ୍ୟରେ ୨୦୧୮ ମସିହାରେ ଚହଳ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବେମା ଘଟଣା ଉପରେ ପର୍ଯ୍ୟବେଷିତ ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ହୋଟେଲ … Read More