ରିଗିଂ ସନ୍ଦେହ କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର: ସିଏପିଏଫ ମୁତୟନ ପାଇଁ ଅପରାଜିତାଙ୍କ ଚିଠି । ଭୋଟ ରିଗିଂ ରୋକିବାକୁ  ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏହି ଚିଠିରେ ଲେଖିଛନ୍ତି, ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର … Read More

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ରାଇରଂଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ … Read More

ରାଜଧାନୀରେ ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ … Read More

କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ, କଟକ ସାଂସଦଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ

କଟକ: କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ । ବାଲିଯାତ୍ରା ପଡ଼ିଆରେ ସଭାରେ ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । କହିଛନ୍ତି,ବିଜେଡି ସରକାର ଲୋକଙ୍କୁ ମାଗଣାରେ … Read More

ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ: ପାଣ୍ଡିଆନ୍

ନୟାଗଡ଼:ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ନୟାଗଡ଼ରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ୫ଟି … Read More

‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’ : ପାଣ୍ଡିଆନ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ … Read More

ଚମ୍ପୁଆରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଅରୁଣ ଗୋଭିଲ

କେଉଁଝର : ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ । ପ୍ରଶଂସକମାନେ … Read More

‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’ : ପାଣ୍ଡିଆନ

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା … Read More

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା  ନବୀନ ବାବୁ  କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି … Read More

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ, ୨୫ରେ ଆସିବେ ଶାହ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି । … Read More