ପୁରୀରେ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ 5T ସଚିବ ଭି.କେ. ପାଣ୍ଡିଆନ୍‌

ପୁରୀ: ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍‌। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ପ୍ରତି ସପ୍ତାହରେ ଭିକେ … Read More

ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା : ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଆଜି ସକାଳେ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ନାଆଁ ତୁଳସୀ ମାଢି ବୋଲି ଜଣାଯାଇଛି। ଏବେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। … Read More

ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା

ପାରାଦୀପ: ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ପାରାଦୀପ ଆଦର୍ଶଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଏକ ପିଣ୍ଡିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ … Read More

କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ

କଟକ : କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ । ବାଥ ରୁମ ଯିବା ବାହାନାରେ ଛୁ ମାରିଲା । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ । ଚମ୍‌ମ୍ପଟ ମାରିଥିବା ବିଚାରଧୀନ … Read More

ପୁଣି ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ: ପୁଣି ହାତୀ ମୃତ। ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ବୋରାପଦା ଖମାର ଗାଁରେ ଥିବା ଏକ ଫାର୍ମ ହାଉସ୍‌ ପରିସରରୁ ମୃତଦେହ ଠାବ ହୋଇଛି। ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ଆସି ମାଇ ହାତୀର … Read More

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ୮୫ ପ୍ରତିଶତ କାମ ଶେଷ, ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ … Read More

ପ୍ରତାପ ସାମଲଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍‌ କଲା ଇଡି

ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍‌ କଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଟାଚ୍‌ କରିଛି … Read More

ଆସନ୍ତାକାଲି ଦିନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ପରୀକ୍ଷା ଫଳ ଜୁନ୍‌ ୨ ତାରିଖ (ଶୁକ୍ରବାର) ପୂର୍ବାହ୍‌ଣ ୧୧ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ‘ଓଜେଇଇ’ର ୱେବ୍‌ସାଇଟ୍‌ରୁ ଏହି ଫଳାଫଳ ଜାଣିପାରିବେ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, … Read More

ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ

ପିପିଲି: ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ … Read More

ୟୁଜିସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ

ଭୁବନେଶ୍ବର: ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ … Read More