ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଚେସ୍‌ରେ ଦୁଇଟି ପଦକ ଜିତିଛନ୍ତି। ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ।ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ … Read More

ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାର ପ୍ରମୋଦ ଭାଗବତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଚୀନ୍‌ର ହାଙ୍ଗଝୋଉରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ୍ … Read More

ପାକିସ୍ତାନକୁ ଧୂଳି ଚଟାଇଲା ଆଫଗାନିସ୍ତାନ

ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି। ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ। ଏହାପୂର୍ବରୁ … Read More

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ଦେଢ଼ କୋଟିର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚୀନର ହାଙ୍ଗଝୌ ଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର … Read More

ଭାରତର ଦମଦାର୍ ବିଜୟ, ପାକିସ୍ତାନ ୭ ଓ୍ବିକେଟରେ ପରାସ୍ତ

ଅହମଦାବାଦ : ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି । ଦିନିକିଆ ବିଶ୍ବକପରେ ଭାରତ … Read More

ଅଲିମ୍ପିକ୍ସକୁ ଫେରିବ କ୍ରିକେଟ

ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଟି-୨୦ କ୍ରିକେଟର ମଜା। ପୁଣିଥରେ ଅଲିମ୍ପିକ୍ସରେ ବର୍ଷା ହେବ ଚୌକା ଓ ଛକା। କାରଣ ୨୦୨୮ ଲସ ଆଞ୍ଜେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ। ଉଭୟ ପୁରୁଷ ଓ ମହିଳା ଟି-୨୦ କ୍ରିକେଟକୁ … Read More

ଭାରତର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫ୍‌ଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି। ଅତିଥି ଟିମ୍‌କୁ ଆୟୋଜକ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ … Read More

ବିରାଟ କୋହଲିଙ୍କୁ ମିଳିଲା ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପଦକ

  ନୂଆଦିଲ୍ଲୀ : ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଏହି ଅଭିଯାନ ଆରମ୍ଭ କରିଛି ଦଳ। ପ୍ରବଳ ଚାପ ମଧ୍ୟରେ ଭାରତକୁ ଏକ ଅଡ଼ୁଆ … Read More

ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର … Read More

ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦୭କୁ ବୃଦ୍ଧି, କ୍ରିକେଟରେ ସ୍ବର୍ଣ୍ଣ, ମହିଳା ହକିରେ କାଂସ୍ୟ

ନୂଆଦିଲ୍ଲୀ: ଚାଇନାର ହାଙ୍ଗଜୋ ସହରରେ ଖେଳାଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ଖେଳୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯାହା … Read More