ଆଜିଠୁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି, ମାସେ ଧରି ଶ୍ରୀଜିଉଙ୍କର କରିବେ ନୀତିକାନ୍ତି
ପୁରୀ : ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୮ ଦିନ । ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବା ହେତୁ ସକାଳୁ ସକାଳୁ ଦଇତାପତି ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଘୋଷଯାତ୍ରାର … Read More