ଶାଢ଼ୀ ଭିତରେ ଜିନିଷ ପୁରାଇ ଖସି ପଳାଉଥିଲା ମହିଳା ଲୁଟେରା ଗ୍ୟାଙ୍ଗ, ମାଡ଼ି ବସିଲା ପୋଲିସ୍
ଭୁବନେଶ୍ୱର: ପୋଲିସ କବ୍ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ୱେଷ୍ଟ ବେଙ୍ଗଲର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ଲୁଟ୍ କରୁଥିଲେ ଲେଡି ଲୁଟେରା । ଆଖି ଆଗରେ ଯାହା ପଡୁଥିଲା, ଆଖି ପିଛୁଳାକେ … Read More