ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର : ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି … Read More

ରାଜ୍ୟ ଯୁବମୋର୍ଚ୍ଚା ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର : ଦେଶ ସ୍ୱାଧୀନତା ପରବର୍ତୀ ସମୟରେ ଯାହା ସମ୍ଭବ ହୋଇନଥିଲା, ତାହା ଗତ ୯ ବର୍ଷର ମୋଦି ସରକାରରେ ସମ୍ଭବ ହୋଇଛି । କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରାଯାଇଛି … Read More

ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ

ଭୁବନେଶ୍ୱର: ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀ ଜଳସେଚନ ଅଫିସରେ ହୋହଲ୍ଲା କରିଛନ୍ତି । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା … Read More

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଦିଆଯାଇଥିବା ଦାୟିତ୍ୱର କଲେ ସମୀକ୍ଷା

ଭୁବନେଶ୍ୱର : ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ । ନବୀନ ନିବାସରେ ବିଜେଡିର … Read More

ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି?: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, : ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଷୁଡି ପଡିଥିବା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି, ତାହା ଭାରତବର୍ଷରେ ଏକ … Read More

ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି?: ବିଜୟ ମହାପାତ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ରାଜନୀତି ଜୋର ଧରିଛି । ରତ୍ନଭଣ୍ଡାକ କାହିଁକି ଖୋଲାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । … Read More

ଅବ୍ୟାପାରରେ ବ୍ୟାପାର: ଭର୍ତ୍ତୃହରି

ଭୁବନେଶ୍ୱର: ଫାଇଭଟି ସଚିବଙ୍କୁ ନେଇ ବିବାଦ ଓ ସେୀମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନ ପ୍ରସଙ୍ଗ । ଏସବୁ ଅବ୍ୟାପାରରେ ବ୍ୟାପାର ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ । ସୌମ୍ୟ ବାବୁ ପ୍ରଶ୍ନ କଲେ ,ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଇ ସାରିଛନ୍ତି । … Read More

ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି: ନରସିଂହ ମିଶ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । ସେତେବେଳେ ମୋ … Read More

ସରକାର ଡରୁଛନ୍ତି କାହିଁକି: ଶରତ ପଟ୍ଟନାୟକ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି ବୋଲି ପ୍ରଶ୍ନ କଲେ ଶରତ । ରତ୍ନଭଣ୍ଡାର ପ୍ରସଙ୍ଗରେ ପିସିସି ଶରତ ପଟ୍ଟନାୟକ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ଚାହୁଁଛନ୍ତି । ଯଦି … Read More

ବିଜେଡି ନେତାଙ୍କର ସାମାନ୍ୟତମ ସ୍ୱାଭିମାନ ଥିଲେ, ୫ଟି ସଚିବଙ୍କ ଗସ୍ତକୁ ସମର୍ଥନ କରନ୍ତେ ନାହିଁ

ଭୁବନେଶ୍ଵର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ବିଜେଡି ଉପରେ ବର୍ଷିଛି ବିଜେପି। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ଯେତେବେଳେ ସରକାର ମୁଣ୍ଡବିହୀନ ହୋଇଯାଏ, ସେତେବେଳେ ଏହିଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ। … Read More