କୋଚ୍ଙ୍କୁ ବାହାହେଲେ ଟେନିସ୍ କୁଇନ୍ କ୍ବିତୋଭା
ପ୍ରାଗ୍: ଦୁଇ ଥର ୱିମ୍ବଲଡନ୍ ଓପନ୍ ବିଜୟିନୀ ତଥା ଚେକ୍ ରିପବ୍ଲିକ୍ର ଟେନିସ୍ କୁଇନ୍ ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍ର ରାଜଧାନୀ ପ୍ରାଗ୍ ଉପକଣ୍ଠରେ ଥିବା … Read More