‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

Spread the love

Spread the loveଭୁବନେଶ୍ବର: ଦୁଇ ଦିନ ପରେ ଭୁବନେଶ୍ବରରେ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନତା ମଇଦାନରେ ଆୟୋଜିତ ୨ ଦିନିଆ ମେଗା କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ଜଣାଶୁଣା ଚେହେରା ଯୋଗ ଦେବେ। ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ … Read More

ଆବାସ ଯୋଜନାରେ ନୂଆ ହିତାଧିକାରୀ ଚୟନ ଲାଗି ଆବାସ ପ୍ଲସ-୨ ସର୍ଭେ ଆରମ୍ଭ

Spread the love

Spread the loveଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଜରିଆରେ ନୂଆ ହିତାଧିକାରୀ ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆବାସ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ଏଥିରେ ଯୋଡ଼ିବାକୁ ଆରମ୍ଭ ହୋଇଛି ଆବାସ ପ୍ଲସ ୨ ସର୍ଭେ । … Read More

ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା, ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା

Spread the love

Spread the loveକଟକ: କଡ଼ ଲେଉଟାଇଲା ମାହାଙ୍ଗା ଡବଲ ମର୍ଡର ମାମଲା। ଏହାଫଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ପ୍ରତାପ … Read More

ଆରାକାନ ସେନାର ନିର୍ଯାତନା: ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ରୋହିଙ୍ଗ୍ୟା

Spread the love

Spread the loveନାପିଦ୍ବ: ମିଆଁମାରରେ ବିଦ୍ରୋହୀ ଗୋଷ୍ଠୀ ଆରାକାନ୍ ଆର୍ମି (ଏଏ)ର ପ୍ରଭାବ ବୃଦ୍ଧି ପାଇଛି। ମିଆଁମାରର ରାଖାଇନ୍ ରାଜ୍ୟକୁ ଆରାକାନ୍ ଆର୍ମି ଜୁଣ୍ଟା ସେନାଠାରୁ ଛଡ଼ାଇ ନିଜ ଦଖଲକୁ ନେଇଛି। ଏହି କାରଣରୁ ସ୍ଥାନୀୟ ରୋହିଙ୍ଗ୍ୟାମାନଙ୍କର ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି। … Read More

ଭାରତ-ବାଂଲାଦେଶ ସୀମାରୁ ୧.୪ କୋଟି ଟଙ୍କାର କଫସିରଫ ଜବତ

Spread the love

Spread the loveନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଦକ୍ଷିଣ ବଙ୍ଗ ଫ୍ରଣ୍ଟିୟରର ୩୨ତମ ବାଟାଲିୟନ ଏକ ବଡ ଡ୍ରଗ୍ସ ଚୋରା ଚାଲାଣ ଉପରେ ଚଢ଼ାଉ କରିଛି | ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ନଦୀୟା ଜିଲ୍ଲାର କିଶନଗଞ୍ଜ ଥାନା ଅଞ୍ଚଳ … Read More

ବିଜେପିର ନିର୍ବାଚନ ଶେଷ ହୋଇଯାଇଛି : କେଜ୍ରିଓ୍ବାଲ୍

Spread the love

Spread the loveନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଚରମରେ ପହଞ୍ଚିଛି । ସେପଟେ ଶନିବାର ବିଜେପି ସଂକଳ୍ପ ପତ୍ରର ତୃତୀୟ ଭାଗ ଜାରି କରିଛି। ଅମିତ ଶାହା ଏହି ସଂକଳ୍ପ ପତ୍ରର ଶୁଭାରମ୍ଭ କରିଛନ୍ତି। ସେପଟେ ଆମ୍ ଆଦମୀ … Read More

ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର: ରାଷ୍ଟ୍ରପତି

Spread the love

Spread the loveନୂଆଦିଲ୍ଲୀ: ୭୬ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ୭୫ବର୍ଷ ପୂର୍ବେ, ୨୬ ଜାନୁଆରୀରେ, ଭାରତର … Read More

ଦୁଇ ଡଙ୍ଗାରେ ଗୋଡ଼ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ପାକ୍ ବିଶେଷଜ୍ଞଙ୍କ ଚେତାବନୀ

Spread the love

Spread the loveଇସ୍‌ଲାମାବାଦ: ଇରାନ ଏବଂ ରୁଷିଆ ସହିତ ଭାରତ ନିଜର ସମ୍ପର୍କ ବଜାୟ ରଖିଥିବାବେଳେ ଏହି ଦେଶଗୁଡିକ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସହ ସମ୍ପର୍କ ବଜାୟ ରଖିଛନ୍ତି। କିନ୍ତୁ ଭବିଷ୍ୟତରେ ଏହି ସନ୍ତୁଳନ କଷ୍ଟସାଧ୍ୟ ହେବ। ପାକିସ୍ତାନର ବୈଦେଶିକ ବ୍ୟାପାର … Read More

ନିଟ୍ ୟୁଜି ପରୀକ୍ଷା ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ, ବିକଳ୍ପ ପ୍ରଶ୍ନ ହଟିଲା, ହ୍ରାସ ପାଇଲା ସମୟ

Spread the love

Spread the loveନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ଏକ୍‌ଜାମ୍ ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ କରିଛି । ଏନ୍‌ଟିଏ ଘୋଷଣା ଅନୁସାରେ ଏବେ ନିଟ୍ ୟୁଜି ପରୀକ୍ଷାର ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ଏବଂ ସମୟ କୋଭିଡ୍ … Read More

ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ, ନୀତି ଆୟୋଗ ରିପୋର୍ଟରେ ଖୁଲାସା

Spread the love

Spread the loveଭୁବନେଶ୍ୱର ୨୫/୦୧: ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଏକଥା ସ୍ପଷ୍ଟ କରିଛି । ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ … Read More