Burla e1780847705517 300x165

ବୁର୍ଲା ପାୱାର କେନାଲରେ ବୁଡି ଛାତ୍ର ନିଖୋଜ

Spread the love

ସମ୍ବଲପୁର : ବୁର୍ଲା ପାୱାର କେନାଲରେ ବୁଡି ଜଣେ ଛାତ୍ର ନିଖୋଜ  l  ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର  l  ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଈଁ 18 ହଜ଼ାରକୁ ଆସିଥିଲେ  l  ପାୱାର କେନାଲ ରେ ଗାଧେଇବା ବେଳେ ପାଣିରେ ପ୍ରବଳ ସ୍ରୋତ ରେ ଭାସିଗଲେ  l  ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପେରସନ ଜାରି ରଖିଛି l ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି ।  ଛାତ୍ର ଜଣକ ଭୁବନେଶ୍ୱର ସ୍ଥିତ ଘରୋଇ କଲେଜରେ ପାଠ ପଢ଼ୁଛନ୍ତି  l  ଖରା ଛୁଟିରେ ସମ୍ବଲପୁର ସ୍ଥିତ ଘରକୁ ଆସିଥିଲେ l

Leave a Reply

Your email address will not be published. Required fields are marked *