ଯୁବକଙ୍କ ନିଆରା ଉଦ୍ୟମ: ମଣ୍ଡିରେ ଧାନ ବିକ୍ରି କରି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ

Spread the love

Spread the loveଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ୍‌ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ ରାଜେଶ କୁମାର ବଗର୍ତ୍ତୀଙ୍କ ଘର। ବର୍ତ୍ତମାନ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ପାଠ୍ୟକ୍ରମ ଉପରେ ଗବେଷଣା କରୁଛନ୍ତି। ଗବେଷଣା … Read More

ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଲେ ଓଡ଼ିଆ ଝିଅ କରିଶ୍ମା

Spread the love

Spread the loveନୂଆଦିଲ୍ଲୀ,୩।୨: ଓଡ଼ିଶାର ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା କୌନ ବନେଗା କରୋଡ଼ପତି ୧୬ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଛନ୍ତି। ଚ୍ୟାଲେଞ୍ଜିଂ ‘ସୁପର ସନ୍ଦୁକ’ ସେଗମେଣ୍ଟରେ ତାଙ୍କର ସଫଳତା ତାଙ୍କୁ କେବଳ ୧୨,୫୦,୦୦୦ ଟଙ୍କା … Read More

ଅଷ୍ଟମ ଅଭିଯୋଗ ଶୁଣାଣିରେ ୧୦୦୦ ଦରଖାସ୍ତ ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି। ୭୦୦ ଅଭିଯୋଗ … Read More

ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ: ଆଶୁ ଆରୋଗ୍ୟ କାମନା କଲେ ନବୀନ

Spread the love

Spread the loveବରଗଡ଼ : ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ ହୋଇପଡ଼ିଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଶାନ୍ତ … Read More

ବଦଳିବ ବହୁ ରାଜସ୍ବ ନିୟମ: ସୁରେଶ ପୂଜାରୀ

Spread the love

Spread the loveଝାରସୁଗୁଡ଼ା: ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍‌ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି। ସୋମବାର ଝାରସୁଗୁଡ଼ା ଜିଲ୍ଲା … Read More

ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ସାଂଗଠନିକ ନିର୍ବାଚନ ଶେଷ ପାଇଁ ବିଜେଡିର ଲକ୍ଷ୍ୟ

Spread the love

Spread the loveଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ଦଳର ସାଂଗଠନିକ ନିର୍ବାଚନ ଶେଷ କରିବାକୁ ଯାଉଛି ବୋଲି ଦଳର ବରିଷ୍ଠ ନେତା ପ୍ରଦୀପ କୁମାର ଅମାତ କହିଛନ୍ତି। ସୋମବାର ଭୁବନେଶ୍ୱରର … Read More

ଅନାଉ ଅନାଉ ସରିଗଲା ୪ ହଜାର ଟିକେଟ୍, ୫ ଓ ୬ରେ ଅଫଲାଇନ ବିକ୍ରି

Spread the love

Spread the loveକଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ … Read More

ଠକ ହଂସିତା ଓ ଅନିଲକୁ ଜେରା କରିବ ଆୟକର ବିଭାଗ

Spread the love

Spread the loveଭୁବନେଶ୍ବର : ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ଅନିଲକୁ ଜେରା କରିବ ଆୟକର ବିଭାଗ । ସୋମବାର ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ଜେରା କରିବ ଆୟକର  ବିଭାଗ । ଏନେଇ ତଦନ୍ତକାରୀ ଟିମ୍‌କୁ  ୬ଘଣ୍ଟା ପଚରାଉଚରା ପାଇଁ ମିଳିଲା ଅନୁମତି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା … Read More

ଭୁବନେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଟପିଲା

Spread the love

Spread the loveଭୁବନେଶ୍ୱର : ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା  । ଦିନ ୨ଟା ସୁଦ୍ଧା ଭୁବନେଶ୍ୱର ପାରଦ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି  । ପେବୃୟାରୀ ଆରମ୍ଭରୁ ତାତି ଅସମ୍ଭାଳ  ।  ଆଗକୁ କଣ ହେବ ଏଇଥିରୁ ଆଶଙ୍କା କରାଯାଇପାରେ  … Read More

ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ, ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି : ପ୍ରସନ୍ନ ଆଚାର୍ଯ୍ୟ

Spread the love

Spread the loveଭୁବନେଶ୍ବର : ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ … Read More