ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟବସ୍ଥାରେ ତ୍ରୁଟି, ମନ୍ଦିରକୁ ପ୍ରବେଶ କରିବା ସମୟରେ ଖସିପଡ଼ିଥିଲା ଡ୍ରୋନ୍

Spread the love

Spread the loveଝାରସୁଗୁଡା : ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି । ଗତ ୨ ତାରିଖରେ ଝାରସୁଗୁଡା ଝାଡ଼େଶ୍ବର ମନ୍ଦିରକୁ ପ୍ରବେଶ କରିବା ସମୟରେ ଏକ ଅଚିହ୍ନା ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା । କଡ଼ା ସୁରକ୍ଷା ବଳୟ … Read More

୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

Spread the love

Spread the loveଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । … Read More

ଏନକାଉଣ୍ଟରରେ ୪ ନକ୍ସଲ ସଫା

Spread the love

Spread the loveସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଝତିଶଗଡ଼ର ଅବୁଝମାଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତେବାଡ଼ା ଓ ନାରାୟଣପୁର ଜିଲ୍ଲା ସୀମାରେ ଥିବା ଅବୁଝମାଡ଼ ଜଙ୍ଗଲରେ … Read More

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍

Spread the love

Spread the loveପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ … Read More

ଭାଇ ଭଉଣୀଙ୍କୁ ଗୁଳିମାଡ଼ ଘଟଣା, ଜଙ୍ଗଲରୁ ଅଭିଯୁକ୍ତ ଗିରଫ

Spread the love

Spread the loveଅନୁଗୁଳ:  ଅନୁଗୁଳରେ ଭାଇ ଭଉଣୀଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ । ଜଙ୍ଗଲରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ କାବୁ କଲା ସ୍ବତନ୍ତ୍ର ସ୍କ୍ୱାର୍ଡ । ଦୁଇ ବର୍ଷ ତଳର ଏକ ଗଣ୍ଡଗୋଳକୁ କେନ୍ଦ୍ର କରି ପ୍ରଫୁଲ୍ଲ ମିର୍ଧାଙ୍କୁ ହତ୍ୟା କରିବାକୁ … Read More

ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ

Spread the love

Spread the loveକାର୍‌-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ସହ ଜଣେ ପୂର୍ବତନ … Read More

HMPV ଭାଇରସ୍‌କୁ ନେଇ ସାରା ବିଶ୍ୱରେ ଛନକା, ଭାରତ ସତର୍କ

Spread the love

Spread the loveଚୀନରେ ମାଡୁଥିବା HMPVକୁ ନେଇ ଭାରତ ସତର୍କ। ଯଦିଓ ଆମ ଦେଶରେ ଏଯାଏ କୌଣସି କେସ୍ ବାହାରିନି ତଥାପି ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। … Read More

ବିକଶିତ ଓଡ଼ିଶା ଗଠନ ହେବ, ଏହା ମୋର ଦୃଢ଼ ବିଶ୍ବାସ: ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୫ ଉଦଯାପନି ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ଯର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ସେ ‘ଜମିକୁ ଜଳ, ଚାଷୀଙ୍କୁ ବଳ’, … Read More

ଦୁଲୁକିଲା ରାଜଧାନୀ ରାଜରାସ୍ତା, ଆରମ୍ଭ ହେଲା ପଥ ଉତ୍ସବ

Spread the love

Spread the loveଭୁବନେଶ୍ଵର: ବ୍ୟସ୍ତ ବହୁଳ ଜୀବନ ଭିତରେ ସହରିଆଙ୍କ ଶରୀରକୁ ଟିକିଏ ଫୁର୍ତ୍ତି ଓ ମନକୁ ଟିକେ ପ୍ରଫୁଲ୍ଲିତ ରଖିବା ପାଇଁ ଚଳିତ ବର୍ଷର ପ୍ରଥମ ତଥା ୧୮ତମ ପଥ ଉତ୍ସବ ଆରମ୍ଭ ହୋଇଛି । ବିଏମ୍‌ସି ପକ୍ଷରୁ ଆଜି … Read More

ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ବିକ୍ରି ହେବନି ଖଜା

Spread the love

Spread the loveପୁରୀ: ଏଣିକି ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ସଂପୃକ୍ତ ବ୍ୟବସାୟୀମାନେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି … Read More