ଛତିଶଗଡ଼ରେ ପୁଣି ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ
Spread the loveନାରାୟଣପୁର: ଛତିଶଗଡ଼ରେ ପୁଣି ନକ୍ସଲଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣ କରାଯାଇଛି। ଶୁକ୍ରବାର ନାରାୟଣପୁର ଜିଲାରେ ଆଇଇଡି ବିସ୍ଫୋରଣରେ ବିଏସଏଫର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ବିଏସ୍ଏଫ୍ ଟିମ୍ ଗାରପା ଗାଁ ନିକଟ … Read More
