୫ ଦିନ ପାଇଁ ଶୀତରେ ଥରିବ ଟୁଇନ୍ ସିଟି: ତାପମାତ୍ରା ୧୧ରୁ ୧୩ ଡିଗ୍ରି ହେବା ସମ୍ଭାବନା

Spread the love

Spread the loveଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୧ ରୁ ୧୩ ଡିଗ୍ରି ସେଲସିୟସ ମଧ୍ୟରେ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା … Read More

ପୁଣି ବିମାନବନ୍ଦରରୁ ନିଶାଦ୍ରବ୍ୟ ଜବତ, ପ୍ରାୟ ୪ କୋଟି ଟଙ୍କା ମାରିଜୁଆନା ଜବତ କଲା କଷ୍ଟମ ବିଭାଗ

Spread the love

Spread the loveଭୁବନେଶ୍ବର ୧୮।୧: ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକ । ଅଟକ … Read More

ନକ୍ସଲ ସୁଡଙ୍ଗ ଠାବ, ସୁଡଙ୍ଗରେ ବୋମା ଓ ବନ୍ଧୁକ ତିଆରି କାରଖାନା

Spread the love

Spread the loveମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର,ସୁକମା ଏବଂ ତେଲେଙ୍ଗାନା ସୀମାରେ ଗତ ଦୁଇ ଦିନ ତଳେ ହୋଇଥିବା ବଡ଼ ଧରଣର ଅପରେସନରେ ୧୨ ଜଣ ନକ୍ସଲ ମୃତ୍ୟୁ ବରଣ କରିଥିଲେ। ଏଥିରେ ୫ ଜଣ ମହିଳା ନକ୍ସଲ … Read More

ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

Spread the love

Spread the loveରାୟଗଡା: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ … Read More

ରାଜଭବନ ଲୋକଙ୍କ ନିକଟତର ହେବ: ରାଜ୍ୟପାଳ

Spread the love

Spread the loveଭୁବନେଶ୍ୱର: ଚଳିତବର୍ଷ ଜାନୁଆରୀ ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଉଦ୍ୟାନ ପରିଦର୍ଶନ ପାଇଁ ହେଉଥିବା ଜନସମାଗମକୁ ଦେଖି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଖୁସି ବ୍ୟକ୍ତ … Read More

୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆବେଦନ

Spread the love

Spread the loveଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୯୩୩ଟି ସବ-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୨୦ରୁ ଏଥିପାଇଁ ଅନଲାଇନ ଆବେଦନ କରିହେବ। ଓଡିଶା ପୁଲିସ ୱେବସାଇଟ https://www.odishapolice.gov.in ରେ ଦିଆଯାଇଥିବା ସୂଚନା … Read More

ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ

Spread the love

Spread the loveଭୁବନେଶ୍ୱର: ଏଣିକି ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ବୀମା ନ ଥିଲେ ସ୍ୱୟଂକ୍ରିୟା ପ୍ରଣାଳୀରେ ଗାଡ଼ି ଧରାପଡ଼ିବ। ଗାଡ଼ିର ବୀମା ନଥିଲେ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଯାଏଁ ଜେଲ ପ୍ରାବଧାନ … Read More

ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା: ୨ ବାଇକ୍‌କୁ ଘୋଷାଡ଼ି ନେଲା କାର୍

Spread the love

Spread the loveଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇଛି। କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ … Read More

ଦାଦର ଷ୍ଟେସନରେ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ଼ କରିଥିବା ଆକ୍ରମଣକାରୀ

Spread the love

Spread the loveମୁମ୍ବାଇ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ବୁଲୁଥିବା ଦେଖାଯାଇଛି। ଦାଦରର ଏକ ଦୋକାନରୁ ହେଡଫୋନ୍ କିଣି ଆକ୍ରମଣକାରୀ ଷ୍ଟେସନ ଅଭିମୁଖେ ଯାଉଥିବା ସିସିଟିଭି … Read More

ଆୟୁଷ୍ମାନ ଭାରତ: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

Spread the love

Spread the loveନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍-ଏବିଏଚଆଇଏମ୍) ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଦିଲ୍ଲୀ … Read More