ଏଣିକି ଓଡିଆରେ ଏମବିଏ ପଢିବେ ଛାତ୍ରଛାତ୍ରୀ

Spread the love

Spread the loveଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ ଏମବିଏ (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ । ଏନେଇ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଆଇଜିଏନଓୟୁ) ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଏମବିଏପୁସ୍ତକ ପ୍ରସ୍ତୁତ … Read More

ହଂସପାଳ ଫ୍ଲାଏଓଭରକୁ ଉଦଘାଟନ କଲେ ସାଂସଦ ଅପରାଜିତା

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ୱରର ହଂସପାଳରେ ଜାତୀୟ ରାଜପଥ-୧୬ର ବହୁ ପ୍ରତୀକ୍ଷିତ ଫ୍ଲାଏଓଭରକୁ ମଙ୍ଗଳବାର ଦିନ ସାଂସଦ ଅପରାଜିତା ଷଡଙ୍ଗୀ ଉଦଘାଟନ କରିଛନ୍ତି। ତେବେ ୧୮ ମାସ ମଧ୍ୟରେ ସମାପ୍ତ ହେବାକୁ ଥିବା ଏହି ପ୍ରକଳ୍ପକୁ ଶେଷ ହେବା ପାଇଁ ପାଞ୍ଚ … Read More

୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, ବଢିଲା ସୁରକ୍ଷା ବ୍ୟବସ୍ଥା

Spread the love

Spread the loveମୁମ୍ବଇ : ମେଡିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାରଲୋକଙ୍କ ସହିତ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି … Read More

ନରସଂହାର ବନ୍ଦ ହେବା ଉଚିତ: ସିପିଆଇ-ଏମ୍‌ଏଲ୍‌

Spread the love

Spread the loveମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ସିପିଆଇ ମାସ ଲାଇନ (ଏମ୍‌ଏଲ୍‌)ର ରାଜ୍ୟ ସଚିବ ପି.ଗଙ୍ଗା ରାଓ ଆଜି ପ୍ରେସ ବିଜ୍ଞପ୍ତିରେ ଛତିଶଗଡରେ ହେଉଥିବା ନରସଂହାରକୁ ବନ୍ଦ କରିବା ଦରକାର ବୋଲି ଦାବି କରିଛନ୍ତି। ଅନେକ ଏନକାଉଣ୍ଟର ନାମରେ କେନ୍ଦ୍ର ଓ … Read More

ସାଲୁଜାଙ୍କ ବିସ୍ଫୋରକ ବୟାନ, ହତ୍ୟା ପୂର୍ବରୁ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା

Spread the love

Spread the loveଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ବିସ୍ଫୋରକ ବୟାନ ଦେଇଛନ୍ତି। ଶ୍ରୀ ସାଲୁଜା କହିଛନ୍ତି ଯେ ହତ୍ୟା ପୂର୍ବରୁ ସ୍ୱର୍ଗତ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ … Read More

ଏନକାଉଣ୍ଟରରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ମୃତ, ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ

Spread the love

Spread the loveନୂଆପଡ଼ା: ନୂଆପଡ଼ା ନିକଟ ଓଡ଼ିଶା ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୧୯ ଜଣ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଏନ୍‌କାଉଣ୍ଟରରେ ଏକ କୋଟି … Read More

କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା; ‘ଚିକିତ୍ସା ସେବା ଠିକରେ ଚାଲିଛି, ସରକାର ସଜାଗ ଅଛନ୍ତି’

Spread the love

Spread the loveଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଏଥିରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ, ଅନେକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ … Read More

ଦିଲ୍ଲୀ-ଏନସିଆରରେ ଚାକିରିଆଙ୍କ ସମସ୍ୟା ଦୂର, ଉଡିକି ଯିବେ ଅଫିସ୍

Spread the love

Spread the loveନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକମାନେ ନିଜ ଅଫିସ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା । କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ବଜାରକୁ … Read More

କଣାସରେ ଝାଡ଼ାବାନ୍ତି ବ୍ୟାପିବା ମାମଲା, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବର୍ଷିଲା ବିଜେଡି

Spread the love

Spread the loveଭୁବନେଶ୍ୱର : କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି । ୧୦ ଦିନ ହେଲା ହଇଜା ବ୍ୟାପୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ଦାୟିତ୍ବହୀନତା କାରଣରୁ ହଇଜା ସ୍ଥିତି … Read More

‘ସାମ୍ବାଦିକଙ୍କୁ ପ୍ରବେଶ ମନା’: ବ୍ଲକ ଅଫିସରେ ଲାଗିଲା ପୋଷ୍ଟର

Spread the love

Spread the loveଗଞ୍ଜାମ: ସାମ୍ବାଦିକଙ୍କୁ ବ୍ଲକ ଅଫିସ୍ କାର୍ଯ୍ୟାଳୟ ପ୍ରବେଶ ମାନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ୱାକ୍ଷରରେ ଲାଗିଛି ଏଭଳି ନୋଟିସ। ଆଉ ନୋଟିସରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ‘ସାମ୍ବାଦିକଙ୍କୁ ପ୍ରବେଶ … Read More