ପୁଣି ରେଳ ଦୁର୍ଘଟଣା : ରାଉରକେଲାରେ ମାଲଗାଡ଼ିର ଦୁଇଟି ବଗି ଲାଇନଚ୍ୟୁତ
Spread the loveରାଉରକେଲା: ସ୍ଥାନୀୟ ମାଲଗୋଦାମ ରେଳସାଇଡିଂରେ ବୁଧବାର ସକାଳୁ ମାଲଗାଡ଼ି ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶି ଯିବା ଘଟଣାକୁ ଲୋକେ ଭୁଲିପାରି ନଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲାରେ ପୁଣି ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନର ଚାରି ନମ୍ବର … Read More
